ଭୁବନେଶ୍ୱର: ଓଡ଼ିଶାରେ ଏବେ ଫିଲ୍ମ କି ସିରିଏସ୍ ସୁଟିଂ ହୋଇ ପାରିବ ନାହିଁ । ସମସ୍ତ ପ୍ରକାର ଇନଡୋର୍ ଓ ଆଉଟ୍ ଡୋର ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏବେ ରାଜ୍ୟରେ ଦୈନିକ ସଂକ୍ରମଣ ୧୧ ହଜାରରୁ ୧୨ ହଜାର ଭିତରେ ରହୁଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଫିଲ୍ମ ଓ ସିରିଏଲ୍ ସୁଟିଂକୁ ଏବେ ବାରଣ କରିଛନ୍ତି ସରକାର । ଏକାଠି ଅଧିକ ଲୋକଙ୍କ ସମାଗମ ଉପରେ ସରକାର ପୂର୍ବରୁ କଟକଣା ଜାରି କରିଥିଲେ ।

BREAKING NEWS
- ଭାରତ କାହିଁକି ଖେଳିନଥିଲା ୧୯୫୦ ବିଶ୍ୱକପ୍ ?
- KG to PG Free Education: ରାଜ୍ୟରେ KG ରୁ PG ପିଲା ପଢିବେ ମାଗଣା ପାଠ, ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
- TMC Crisis: ଏପଟେ ମମତା, ସେପଟେ ମୋଦି…ଏମିତି କହିଦେଲେ ‘ବିହାରୀ ବାବୁ’…
- ଓଡ଼ିଶା ଛୁଇଁଲା ମୌସୁମୀ, କେତେକ ସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ଜାରି…
- କନଷ୍ଟେବଲ୍ ଆଶୁତୋଷଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ପାଇଁ ଦାବି, ସ୍ତ୍ରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ
- ଖାକିରେ ଦାଗ; ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ
- ଅନଲାଇନରେ ଖାଇବା ମଗାଇବା ପଡିଲା ମହଙ୍ଗା, ଆକାଉଣ୍ଟରୁ ଉଡିଗଲା ୯୩ ହଜାର ଟଙ୍କା
- ଅଭିଯୁକ୍ତ ହାଜର ନହେଲେ ସିଧାସଳଖ ଏନ୍ବିଡବ୍ଲୁଏ ମନା: ହାଇକୋର୍ଟଙ୍କ ରାୟ
- ଆକ୍ରମଣ ବନ୍ଦ ହେବା ଉଚିତ: ୩ଟି ବାଣିଜ୍ୟିକ ଜାହାଜ ଉପରେ ଆମେରିକାର ଆକ୍ରମଣ ପରେ ଭାରତର କଡ଼ା ବାର୍ତ୍ତା
- ଟିଏମସି ବିଧାୟକଙ୍କ ଦସ୍ତଖତ ଜାଲିଆତି ମାମଲା: ଅଭିଷେକ ବାନାର୍ଜୀଙ୍କୁ ସିଆଇଡିର ଜେରା, ବଢ଼ିଲା ରାଜନୈତିକ ହଲଚଲ
Comments are closed.