ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ଆଜି ବସୁଛି ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ସାଢ଼େ 5ଟାରେ ବୈଠକ ବସିବ । ବିଧାନସଭା କନଫରେନ୍ସ ହଲରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ହୋଇଛି । ଭର୍ଚୁଆଲରେ ବି ସାମିଲ ହୋଇପାରିବେ ଉଭୟ ସରକାରୀ ଓ ବିରୋଧୀ ଦଳ ସଦସ୍ୟ । କରୋନା ମୁକାବିଲା ଓ ନିୟନ୍ତ୍ରଣ ନେଇ ସରକାର କଣ ସବୁ ପଦକ୍ଷେପ ନେଇଛନ୍ତି ସେବାବଦରେ ବିଚାରବିମର୍ଶ ହେବ । ଏଯାଏ ନିଆଯାଇଥିବା ପଦକ୍ଷେପ ବାବାଦରେ ସରକାର ବିଭିନ୍ନ ରାଜନୈତିକ ଦଳଙ୍କୁ ଅବଗତ କରାଇବେ ବୋଲି ସୂଚନା ମିଳିଛି । ଆଉ କଣ ପଦକ୍ଷେପ ନିଆଯିବ ସେବାବଦରେ ବିଭିନ୍ନ ଦଳ ମତ ଦେଇ ପାରିବେ ।
BREAKING NEWS
- CBI Arrest:ଲାଞ୍ଚ ନେଇ ସିବିଆଇ ହାତରେ ଧରାପଡ଼ିଲେ ଇନକମ ଟ୍ୟାକ୍ସ ଅଫିସର
- Iranian attack on Kuwait Airport:ଇରାନ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କ ମୃତ୍ୟୁ; ଭାରତ ଦୃଢ଼ ନିନ୍ଦା କରିବା ସହ କଲା ବଡ଼ ଅପିଲ୍
- ବନ୍ଧାହେଲେ ୨ ଅନ୍ତଃରାଜ୍ୟ ଗଞ୍ଜେଇ ବେପାରୀ; ୮୯ କେଜି ଗଞ୍ଜେଇ ସହ କାର୍ ଜବତ
- ନକଲି ବିଦେଶୀ ମଦ ତିଆରି ୟୁନିଟ ଉପରେ ଚଢାଉ;୨ ଗିରଫ
- ସୂର୍ଯ୍ୟକୁମାରଙ୍କ ବଦଳରେ କିଏ ହେବ ଟିମ ଇଣ୍ଡିଆର ଟି୨୦ ଅଧିନାୟକ
- E-Hundi System For Puri:ଶ୍ରୀମନ୍ଦିରରେ ଇ-ହୁଣ୍ଡି ବ୍ୟବସ୍ଥା ହେବ କାର୍ଯ୍ୟକାରୀ; ଶ୍ରଦ୍ଧାଳୁ ସହଜରେ କରିପାରିବେ ଦାନ
- ମନ୍ଦିରକୁ ଚୋରି କରିବାକୁ ଯାଇ ଫସିଲା ଚୋର
- ଦିନିକିଆ ସିରିଜ: କୋହଲି, ରୋହିତ ୯ରୁ ଆରମ୍ଭ କରିବେ ଅଭ୍ୟାସ
- ବୈଠକରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କଲେ ଜିଲାପରିଷଦ ସଭ୍ୟ
- ଜୁଲାଇରେ ବିବାହ କରିବେ ଆମିର ଖାନ୍
Comments are closed.