Latest Odisha News

BREAKING NEWS

ବାୟୁସେନା ପାଇଲଟ୍ ଅଭିନନ୍ଦନ ନିରାପଦରେ ଫେରିଆସିବାକୁ ନବୀନଙ୍କ ପ୍ରାର୍ଥନା

ଭୁବନେଶ୍ୱର : ଭାରତୀୟ ବାୟୁସେନା ପାଇଲଟ୍ କମାଣ୍ଡର୍ ଅଭିନନ୍ଦନ ବର୍ଥମାନଙ୍କୁ ପାକିସ୍ତାନ ବନ୍ଦୀ କରି ରଖିଥିବା ଖବର ପ୍ରଚାର ହେବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

ଅଭିନନ୍ଦନ ସକୁଶଳେ ଭାରତ ଫେରାଇ ଆଣିବାକୁ ସମଗ୍ର ଦେଶବାସୀ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଥିବା ବେଳେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରାର୍ଥନା କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ଆଜି ଟ୍ୱିଟ୍ କରିଛନ୍ତି । ସେ ଭାରତୀୟ ବାୟୁସେନାର ସାହସକୁ ସାଲ୍ୟୁଟ୍ କରିବା ସହ ଅଭିନନ୍ଦନ ସୁରକ୍ଷିତ ଭାବେ ଦେଶକୁ ଫେରନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.