Latest Odisha News

BREAKING NEWS

ଚାଇନାର ବୈଜ୍ଞାନିକମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ମାରାତ୍ମକ କରୋନା ଭୂତାଣୁ; ରିପୋର୍ଟ

ନୂଆଦିଲ୍ଲୀ: ଏକ ଅଧ୍ୟୟନ ଦାବି କରିଛି ଯେ ଚାଇନାର ବୈଜ୍ଞାନିକମାନେ ଉହାନ ଲ୍ୟାବରେ ଏହି ମାରାତ୍ମକ କରୋନା ଭୂତାଣୁ ସୃଷ୍ଟି କରିଛନ୍ତି।

ଚାଇନାର ଉହାନ ସହରରେ କୋଭିଡ-୧୯ ଚିହ୍ନଟ ହେବାର ପ୍ରାୟ ଦେଢ ବର୍ଷ ପରେ ଏହି ଭୂତାଣୁ କିପରି ପ୍ରଥମେ ଦେଖାଗଲା ତାହା ରହସ୍ୟ ହୋଇ ରହିଛି।

ରିପୋର୍ଟ ଅନୁଯାୟୀ କିନ୍ତୁ ବିଶ୍ବର ସବୁଠୁ ବଡ ରହସ୍ୟ ଉନ୍ମୋଚନ କରିବାକୁ ସାରା ବିଶ୍ୱରେ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି।ଏକ ନୂତନ ଅଧ୍ୟୟନରେ କୁହାଯାଇଛି ଯେ ଚାଇନାର ବୈଜ୍ଞାନିକମାନେ ଉହାନ ଲ୍ୟାବରେ କରୋନାଭାଇରସ୍ ସୃଷ୍ଟି କରିଥିଲେ। ପରେ ଏହି ଭୂତାଣୁ ବାଦୁଡ଼ିଠାରୁ ସ୍ବାଭାବିକ ଭାବରେ ବିକଶିତ ହୋଇଛି ବୋଲି ଦର୍ଶାଇଥିଲେ।

Comments are closed.