Latest Odisha News

BREAKING NEWS

କଟକ; ଏଣିକି ଘରୋଇ ଡାକ୍ତରଖାନାରେ ନେଇପାରିବେ କରୋନା ଟିକା; ଆଜିଠୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ମ୍ୟୁନିସିପାଲିଟି କର୍ପୋରେସନ (ସିଏମସି) କଟକସ୍ଥିତ ୧୦ ଟି ଘରୋଇ ଡାକ୍ତରଖାନାରେ କରୋନା ଟିକାକରଣ ଆରମ୍ଭ ହୋଇଛି। ଏଥିପାଇଁ ଟିକା ନେବାକୁ ଚାହୁଁଥିବା ହିତାଧୀକାରୀମାନଙ୍କ ଲାଗି ଆଜି ରାତି ୯ଟାରୁ ସ୍ଲଟ୍‌ ବୁକିଂ ଆରମ୍ଭ ହେବ।

BjdElectrycity

୧୮ରୁ ୪୪ ବୟସ ବର୍ଗର ଯୋଗ୍ୟ ହିତାଧିକାରୀମାନେ ଘରୋଇ ଟିକାକରଣ କେନ୍ଦ୍ରରେ ଏହି ସୁବିଧା ପାଇପାରିବେ ବୋଲି ସିଏମସି ପକ୍ଷରୁ ଜାରି ଏକ ବିବୃତ୍ତିରେ ଦର୍ଶାଯାଇଛି।

ବେସରକାରୀ ଡାକ୍ତରଖାନାଗୁଡ଼ିକ ସର୍ଭିସ୍‌ ଚାର୍ଜ ଭାବରେ ଲୋକଙ୍କ ଠାରୁ ଡୋଜ ପିଛା ୧୦୦ ଟଙ୍କା ନେବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.