Latest Odisha News

BREAKING NEWS

ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହେଲା ଫିଲ୍ମ ‘ରାଧେ’

ନୂଆଦିଲ୍ଲୀ: ଟ୍ରେଡ୍‌ ୱେବ୍‌ସାଇଟ୍‌ ବକ୍ସ ଅଫିସ୍‌ ଇଣ୍ଡିଆ ଅନୁଯାୟୀ ସଲମାନ ଖାନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ ‘ରାଧେ’ ବିଦେଶୀ ଦର୍ଶକଙ୍କୁ ପ୍ରଭାବିତ କରିବାରେ ବିଫଳ ହୋଇଛି। ଏହି ଚଳଚ୍ଚିତ୍ରଟି ଗଲ୍ଫ ଅଞ୍ଚଳରେ ୧,୬୫୦,୦୦୦ ଡଲାର, ଅଷ୍ଟ୍ରେଲିଆରେ ୩୯୦,୦୦୦ ଡଲାର, ଆମେରିକାରେ ୩୦୦,୦୦୦ ଡଲାର, ବ୍ରିଟେନରେ ୧୪୫,୦୦୦ ଡଲାର ଏବଂ ଅନ୍ୟ ବଜାରରେ ୧୨୫,୦୦୦ ଡଲାର ରୋଜଗାର କରିଛି।

୨୦୧୯ ରେ ରିଲିଜ୍ ହୋଇଥିବା ସଲ୍‌ମାନଙ୍କ ‘ଭାରତ’ ବିଶ୍ବବ୍ୟାପୀ ୧୦ ମିଲିୟନ୍ ଡଲାରରୁ ଅଧିକ ଆୟ କରିଥିଲା।

Leave A Reply

Your email address will not be published.