କାଙ୍କେର: ରାୟପୁରର କାଙ୍କେର ଅଂଚଳରେ ଯବାନ ମାନଙ୍କ ସହ କୁକୁରଙ୍କୁ ମଧ୍ୟ ଯୋଗାଭ୍ୟାସ କରାଯାଏ । ଦେଶୀ ଏବଂ ବିଦେଶୀର ବିଭିନ୍ନ ପ୍ରକାର କୁକୁରଙ୍କ ଏଠାରେ ପ୍ରଶିକ୍ଷଣ ଦିଆଯାଇଥାଏ । ନକ୍ସଲଙ୍କ ସହ ଜଙ୍ଗଲରେ ଅପରେଶନ ବେଳେ ଏହି କୁକୁରମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବାରୁଦ ସୁଡଙ୍ଗ ଏବଂ ଲ୍ୟାଣ୍ଡ ମାଇନ ଖୋଜିବାରେ ଏମାନେ ଧୂରନ୍ଧର । ପ୍ରତ୍ୟେକ ଦିନ ସକାଳ ୫ଟା୩୦ରୁ ୬ଟା ୩୦ ପର୍ଯ୍ୟନ୍ତ ଯବାନ ଏବଂ କୁକୁରମାନେ ମିଳିତ ଭାବେ ଅଭ୍ୟାସ କରନ୍ତି । ଏହି ପ୍ରଶିକ୍ଷିତ କୁକୁରମାନଙ୍କୁ ରାଜଭବନ, ହାଇକୋର୍ଟ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନିୟୋଜିତ କରାଯାଇଥାଏ ବୋଲି ପ୍ରଶିକ୍ଷଣ ଦେଉଥିବା ବିଗ୍ରେଡିୟର ବିକେ ପୋନାବାର କହିଛନ୍ତି ।
BREAKING NEWS
- ଏ ଆର ରହମାନ ମୋ ବାପା ଭଳି, ଅପପ୍ରଚାର କରନ୍ତୁନି: ମୋହିନି
- ବିଜେପିର ବିଭୀଷଣ ପଲିଟିକ୍ସ ଫେଲ୍ !
- ସୋଫା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, ୩ ଶ୍ରମିକ ଜୀବନ୍ତ ଦଗ୍ଧ
- ଆସିଲା ତାରିଖ, ୨୦ରେ ରାଜ୍ୟସଭା ଉପନିର୍ବାଚନ
- ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବି
- ଆଇପିଏଲ ମେଗା ନିଲାମ ପରେ କେଉଁ ଟିମ ହେଲା ମଜଭୁତ
- ସମ୍ବିଧାନ ଦିବସ: ହସ୍ପିଟାଲ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
- ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଅସୁସ୍ଥ
- ଭୁଶୁଡିଲା ୧୫୦ ବର୍ଷ ପୁରୁଣା ବ୍ରିଟିଶ ଯୁଗର ସେତୁ
- ଏକାଥରେ ୩ ପୁରୀ ଖାଇ ୧୧ ବର୍ଷୀୟ ଛାତ୍ର ମୃତ
Comments are closed.