Latest Odisha News

BREAKING NEWS

ଦିଆସିଲି କାଠିରେ ଅଢେଇ ଇଞ୍ଚ ରଥ

କଟକ : ଦିଆସିଲିରେ କୁନି ରଥ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ଜଣେ ଛାତ୍ର । କଟକ ରାଜାବଗିଚା ସର୍ବୋଦୟପୁରରେ ରୁହନ୍ତି ଛାତ୍ର ସ୍ମୃତିରଞ୍ଜନ ମହାନ୍ତି । ସ୍ମୃତି ଅଢେଇ ଇଞ୍ଚର ରଥ ତିଆରି କରିବା ସହ ମହମବତୀରେ ଏକ ସୁନ୍ଦର ଆକର୍ଷଣୀୟ ଜଗନ୍ନାଥ ମୂର୍ତ୍ତି ତିଆରି କରିଛନ୍ତି । ଦିଆସିଲି କାଠିରେ ତିଆରି ହୋଇଥିବା ଏହି ନିଖୁଣ କାରୁକାର୍ଯ୍ୟ ଦେଖି ଯିଏ କେହି ବି ଆଶ୍ଚର୍ଯ୍ୟ ହୋଇପଡିବ ।

 

Leave A Reply

Your email address will not be published.