ଭୁବନେଶ୍ୱର: ଲକଡାଉନର ସୁଯୋଗ ନେଇ ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାକଡରୁ ଚୋରି କରୁଥିବା ଘଟଣା ନଜରକୁ ଆସିଛି।
ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାଜ ମହଲ ଓଭରବ୍ରିଜରୁ ବ୍ୟାରିକେଡ ଭାଙ୍ଗୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଷ୍ଟିଲ୍ ବ୍ୟାରିକେଡ ଭାଙ୍ଗିବା ପରେ ଏହାକୁ ରାସ୍ତା ତଳେ ଅପେକ୍ଷା କରିଥିବା ବ୍ୟକ୍ତିଙ୍କୁ ଦେଉଥିଲେ। ଏହି ବ୍ୟକ୍ତି ଜଣକ ନିଜର ସମସ୍ତ ଶକ୍ତି ବ୍ୟବହାର କରି ବ୍ୟାରିକେଡ ଗୁଡ଼ିକୁ ଭାଙ୍ଗୁ ଥିବାର ଦେଖିବାକୁ ମିଳିଛି।
Comments are closed.