ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ପରି ଅବିକଳ ଦେଖାଯାଉଥିବା ନୁପୁର ପୁରୀ ଏବେ ସୋସିଆଲ ସାଇଟରେ ବେଶ୍ ଚର୍ଚ୍ଚିତ ଚେହେରା ପାଲଟିଛି । ସେ ଛୋଟି କଙ୍ଗନା ନାମରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି । କଙ୍ଗନାଙ୍କ ପରି ପୋଷାକ ପିନ୍ଧି ସେ ସବୁ ବେଳେ ଆକର୍ଷଣୀୟ ଫଟୋ ସୋସିଆଲ ସାଇଟରେ ଶେୟାର କରୁଛନ୍ତି ।
କଙ୍ଗନା ନିଜେ ମଧ୍ୟ ଏ ନେଇ ଚକିତ ହେବା ସହ ଲେଖିଛନ୍ତି “ଏ ଛୋଟି ତୁ ପଢ଼ାଇ ବି କରତି ହେ ୟା ସାରା ଦିନ ୟେ ସବ” । କିଛି ଦିନ ତଳେ କଙ୍ଗନାଙ୍କ ସହ ଚଣ୍ଡୀଗଡରେ ନୁପୁରଙ୍କ ଭେଟ ହୋଇଥିଲା । ଏହା ତାଙ୍କ ଜୀବନର ଶ୍ରେଷ୍ଠ ଦିନ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, କଙ୍ଗନାଙ୍କ ଥାଲାଇବି ଫିଲ୍ମ ଖୁବ ଶୀଘ୍ର ପରଦାକୁ ଆସିବ । ଏଥିରେ ସେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକା କରୁଛନ୍ତି ।
BREAKING NEWS
- ନର୍ସରୀ ରାଇମ୍ ମାଧ୍ୟମରେ ୨୦୨୬ ବଜେଟକୁ କଟାକ୍ଷ କଲେ ମମତା
- ଜୋକୋଭିଚଙ୍କୁ ହରାଇ ଅଷ୍ଟ୍ରେଲିଆନ ଓପନ ଟେନିସ ଟାଇଟଲ ହାସଲ କଲେ ଆଲକାରଜ
- ବଜେଟରେ ନିର୍ମଳା ସୀତାରମଣଙ୍କ ଶାଢ଼ି ସ୍ୱାଗ୍, ପ୍ରତ୍ୟେକ ଥର ଏକ ଭିନ୍ନ ଶୈଳୀ ଆସନ୍ତି ନଜର…
- ନନ୍ଦନକାନନରେ କୁମ୍ଭୀର ମୃତ; ୮ ଦିନରେ ୫…
- Development Projects In Subarnapur: ସୁବର୍ଣ୍ଣପୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ୬୩୩ କୋଟିର ପ୍ରକଳ୍ପ ଘୋଷଣା,ଓପନ୍ ଏୟାର ଥିଏଟର ପାଇଁ ୧୧.୨୩ କୋଟି
- Union Budget 2026: ଟିକସ ସ୍ଲାବରେ ମଧ୍ୟବିତ୍ତ ବର୍ଗଙ୍କ ପାଇଁ କଣ ରହିଛି…
- ଝାରଖଣ୍ଡ ନିକଟରୁ ୪ ୱିକେଟରେ ହାରିଲା ଓଡିଶା
- Union Budget 2026: ବଜେଟ ସବୁ ବର୍ଗ ପାଇଁ ସହାୟକ: ମୁଖ୍ୟମନ୍ତ୍ରୀ
- Budget 2026: ୧୫ ହଜାର ସ୍କୁଲ ଏବଂ ୫୦୦ କଲେଜରେ ଖୋଲିବ କ୍ରିଏଟର ଲ୍ୟାବ୍; ଗେମିଂରେ ୧୦ ଲକ୍ଷ ନିଯୁକ୍ତି
- ପ୍ରତିରକ୍ଷା କ୍ଷେତ୍ର ପାଇଁ ବଡ଼ ଧରଣର ବ୍ୟୟବରାଦ ଘୋଷଣା କଲେ ସରକାର..
Comments are closed.