ମୁମ୍ବାଇ: ଅଗଷ୍ଟ ୧୨ ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ-ଅଭିନୀତ ଶେରଶାହା ମୁକ୍ତିଲାଭ କରିବ। ଏହା ଆମାଜନ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବ।
ପୂର୍ବରୁ ଏହି ଚଳଚ୍ଚିତ୍ରଟି ଜୁଲାଇ ୨ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର ଥିଲା। ଏହି ଚଳଚ୍ଚିତ୍ରର କାର୍ଗିଲ ଯୁଦ୍ଧର ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ କାହାଣୀ ଉପରେ ଆଧାରିତ।
Comments are closed.