Latest Odisha News

କଟକ; ଟିକାକରଣ ପାଇଁ ଆଜି ସନ୍ଧ୍ୟାରୁ ସ୍ଲଟ୍‌ ବୁକିଂ ଆରମ୍ଭ

କଟକ: କଟକ ସହରରେ କୋଭିଶିଲ୍ଡ ଟିକାକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ ଗୁରୁବାର ସନ୍ଧ୍ୟା ୬ ଟାରୁ ଆରମ୍ଭ ହେବ।

ଏ ନେଇ କଟକ ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ଟ୍ୱିଟ୍ କରି କହିଛି। ସିଏମ୍‌ସି କହିଛି ଯେ ଜୁଲାଇ ୧୬ ପାଇଁ ୪୫ ବର୍ଷ ବୟସ୍କଙ୍କ ଲାଗି ଦ୍ୱିତୀୟ ଡୋଜ ପାଇଁ ସ୍ଲଟ୍ ଉପଲବ୍ଧ ହେବ।

ଏଥିରେ ହିତାଧିକାରୀମାନେ କୋଭିଶିଲ୍ଡର ପ୍ରଥମ ଡୋଜ ପାଇବାର ୮୪ ଦିନ ପୂରଣ କରିଥିବା ଆବଶ୍ୟକ।

Comments are closed.