Latest Odisha News

BREAKING NEWS

Browsing Tag

Vaccination

ଟିକାକରଣର ୬ ମାସ ପରେ କମୁଛି ଇମ୍ୟୁନିଟି ଲେବଲ୍‌!

ନୂଆଦିଲ୍ଲୀ: ଏସିଆନ୍ ହେଲଥ କେୟାର ଫାଉଣ୍ଡେସନ୍ ସହିତ ହାଇଦ୍ରାବାଦର AIG ହସ୍ପିଟାଲ୍ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାର ଫଳାଫଳ ପ୍ରକାଶ କରିଛି। ଅଧ୍ୟୟନରୁ ଜଣାପଡିଛି ଯେ ପ୍ରାୟ ୩୦% ବ୍ୟକ୍ତିଙ୍କ ଟିକାକରଣର ୬ ମାସ ପରେ ରୋଗ ପ୍ରତିରୋଧକ ସ୍ତର ହ୍ରାସ ପାଇଛି। ସଂପୂର୍ଣ୍ଣ ଟୀକାକରଣ…

ମାର୍ଚ୍ଚ ସୁଦ୍ଧା ଆରମ୍ଭ ହୋଇପାରେ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟିକାକରଣ

ନୂଆଦିଲ୍ଲୀ: ଡକ୍ଟର ଏନ.କେ ଅରୋରା କହିଛନ୍ତି ଯେ ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଭାରତରେ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ। ଡା. ଅରୋରା କେନ୍ଦ୍ର ସରକାରଙ୍କ କୋଭିଡ୍‌-୧୯ ୱାର୍କିଂ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI) ର ଚେୟାରମ୍ୟାନ୍ ଅଛନ୍ତି। ଗତ ବର୍ଷ…

ଟିକା ନେଇନଥିଲେ ଦେବେ ମାସିକ ଜୋରିମାନା

ନୂଆଦିଲ୍ଲୀ: ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଲାଗି ନୂଆ ନିୟମ। ଟିକା ନନେଲେ ଭରିବେ ଜୋରିମାନା। ସୋମବାର ଠାରୁ ଗ୍ରୀସ୍‌ରେ ଏହି ନିୟମ ଲାଗୁ ହେବାକୁ ଯାଉଛି। ଶନିବାର ଦିନ ସେ କହିଛନ୍ତି ଯେ ୬୦ ରୁ ଅଧିକ ବୟସ୍କ ଯେଉଁ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ଟିକାକରଣ କରିନାହାଁନ୍ତି, ସେମାନେ…

୧୧ ଥର ଟିକା ନେଇଥିବା ବୃଦ୍ଧଙ୍କ ବିରୋଧରେ ଏଫ୍‌ଆଇଆର୍‌

ପାଟନା: ନିକଟରେ ବିହାରର ଜଣେ ୮୪ ବର୍ଷୀୟ ବ୍ୟକ୍ତି ୧୧ ଥର କରୋନା ଟିକା ନେଇଥିବା ଦାବି କରିଥିଲେ। ଏହାପରେ ଘଟଣାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବ୍ୟକ୍ତି ଜଣକ ହେଉଛନ୍ତି ବ୍ରହ୍ମଦେବ ମଣ୍ଡଳ। ତେବେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ପୋଲିସ…

ଟିକାକରଣରେ ରେକର୍ଡ; ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣରେ ରେକର୍ଡ। ୧୫ରୁ ୧୮ ବର୍ଷ ମଧ୍ୟରେ ୨ କୋଟିରୁ ଅଧିକ ପିଲା ଟିକାକରଣ କରିଥିବା ଜଣାପଡ଼ିଛି। ଏକ ସପ୍ତାହ ତଳେ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନ ଏକ ନୂଆ ମାଇଲିଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ…

ଟିକା ନେଇ ୨ ଝିଅଙ୍କ ମୃତ୍ୟୁ!

ଭୋପାଳ: ମଧ୍ୟପ୍ରଦେଶରେ ଟିକାକରଣରେ ମୃତ୍ୟୁ ମାମଲାକୁ ନେଇ ଦୁଇଟି ପୃଥକ ଘଟଣା ଦେଖିବାକୁ ମିଳିଛି। ଟିକା ନେଇ ଦୁଇ ଝିଅଙ୍କର ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି। ପ୍ରଶାସନ ଉଭୟ ମୃତ୍ୟୁ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି। ଉଭୟ କ୍ଷେତ୍ରରେ ଟିକାକରଣର ୨୪ ଘଣ୍ଟା…

୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କ ଟିକାକରଣରେ ନୂଆ ରେକର୍ଡ; ୩ୟ ଦିନରେ ୧ କୋଟି ଟପିଲା ଟିକାକରଣ

ନୂଆଦିଲ୍ଲୀ: ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଟିକାକରଣର ତୃତୀୟ ଦିନରେ ବଡ଼ ସଫଳତା ହାସଲ କରିଛି ଭାରତ। ତୃତୀୟ ଦିନରେ ଏକ କୋଟି ଟିକାକରଣ କରି ଦେଶ ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ…

୧୫ରୁ ୧୮ ବର୍ଷର ପିଲାଙ୍କୁ ଟିକାକରଣ, ୧୮୮୨ଜଣ କିଶୋର ନେଲେଣି ଟିକା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ୧୫ରୁ ୧୮ବର୍ଷ କିଶୋରଙ୍କ ଟିକାକରଣ । ଜାନୁଆରୀ ୧ତାରିଖରୁ ପଞ୍ଜିକରଣ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୧ହଜାର ୮୮୨ ଜଣ ଟିକା ନେଇସାରିଲେଣି । ରାଜ୍ୟରେ ୩ ହଜାର ୧୯୩ କେନ୍ଦ୍ରରେ ଟିକାକରଣ ଚାଲୁ ରହିଛି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ…

ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର : ଆସନ୍ତାକାଲିଠୁ ୧୫ରୁ ୧୮ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ଜୋରସୋରରେ ଚାଲିଛି ପଞ୍ଜୀକରଣ । ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ନେଇ ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । କୋଓ୍ବିନ ପୋର୍ଟାଲରେ ଟିକା ନେବାକୁ ଆବେଦନ କରାଯାଉଛି ।…

ଟିକାକରଣ ଲାଗି ୧ରୁ ପଞ୍ଜୀକରଣ କରିପାରିବେ ୧୫ରୁ ୧୮ ବର୍ଷର ପିଲା

ନୂଆଦିଲ୍ଲୀ: ଜାନୁଆରୀ ୧ ରୁ, ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଟିକାକରଣ ପାଇଁ CoWIN ଆପ୍‌ରେ ପଞ୍ଜୀକରଣ କରିପାରିବେ। CoWIN ପ୍ଲାଟଫର୍ମ ମୁଖ୍ୟ ଡା. ଆର.ଏସ୍ ଶର୍ମା କହିଛନ୍ତି ଯେ ୧୫ରୁ ୧୮ ବର୍ଷ ବୟସର ପିଲାମାନେ ଜାନୁଆରୀ ୧ ରୁ CoWIN ଆପ୍‌ରେ ପଞ୍ଜୀକରଣ କରିବେ। ଆମେ ପଞ୍ଜୀକରଣ ପାଇଁ…