ସୋନପୁର : ଦିଅଁଙ୍କ ପ୍ରତି ମନରେ ଶ୍ରଦ୍ଧା । ଦେଖିବାକୁ କଷ୍ଟକର ରାସ୍ତା ବି କମ୍ ଜଣାପଡେ । ତେବେ ମନରେ ଭକ୍ତିଭାବ ଥିଲେ ସବୁକିଛି ସମ୍ଭବ କରିଦିଏ ଭକ୍ତଟିଏ । ସେହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଖରା ବର୍ଷାକୁ ଖାତିର ନକରି ସୁଦୂର ମଧ୍ୟପ୍ରଦେଶ ତମସା ଗାଁର ଜଣେ ବୃଦ୍ଧ ପାଦରେ ଚାଲି ଚାଲି ଆସିଛନ୍ତି ଖାସ୍ ଜଗନ୍ନାଥଙ୍କୁ ଦେଖିବାକୁ । ୧୪୦୦ କିଲୋମିଟର ଯାତ୍ରା କରି ବାହାରି ଆସିଛନ୍ତି କ୍ରିପାଲ ସିଂ ।
ମନରେ ଗୋଟିଏ ଝୁଙ୍କ୍ ସେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ପ୍ରତିଦିନ ୬୦ରୁ ୭୦କିଲୋମିଟର ଖାଲି ପାଦରେ ଚାଲି ଚାଲି ଆସୁଛନ୍ତି । ପ୍ରଭୁଙ୍କୁ ଦର୍ଶନ କରିବେ , ତା ସହିତ କରୋନାରୁ ମୁକ୍ତି ପାଇବା ସହିତ ବିଶ୍ୱ ମଙ୍ଗଳ କାମନା କରିଛନ୍ତି କ୍ରିପାଲ । ଜୁଲାଇ ୫ରୁ ଘରୁ ବାହାରିବା ପରେ ସେ ବହୁ ଦୁର୍ଗମ ପଥ ଅତିକ୍ରମ କରି ଛତିଶଗଡ଼ ଓ ସୋନପୁର ଦେଇ ପୁରୀ ଅଭିମୁଖେ ବାହାରିଛନ୍ତି ।
BREAKING NEWS
- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, କରିବେ ରାଜ୍ୟ ସାଙ୍ଗଠନିକ ସମୀକ୍ଷା
- ବାଲେଶ୍ୱରରେ ଚାଲିଛି ନକଲି RTO ଅଫିସ୍; ଗିରଫ ହେଲେ ଝାଡ଼ଖଣ୍ଡ ଯୁବକ
- ସୀମା ଟପିଲା ବର୍ବରତା: ୮୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଅଭିଯୋଗ
- ସ୍ବର୍ଣ୍ଣ ବିଜେତା ମହିଳା ହକି ଟିମ୍ ପାଇଁ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- Dry Weather: ୩ ଦିନ ଖରା, ୫ରୁ ବଦଳିବ ପାଗ! ୧୨ରେ ଘୂର୍ଣ୍ଣିବଳୟ, ୧୩ରେ ଲଘୁଚାପ; ଜାଣନ୍ତୁ ବାତ୍ୟା ନେଇ କ’ଣ କହୁଛି ଆଇଏମଡି?
- Asian Games Gold: ୧୯ ବର୍ଷରେ ଏସିଆନ୍ ଗେମ୍ସ ଚାମ୍ପିଅନ୍ ସୁନେଲିତା! ଓଡ଼ିଶା ଝିଅଙ୍କ ହକି ସ୍ୱର୍ଣ୍ଣ, ଅନିମେଶ ଆଣିଲେ ବ୍ରୋଞ୍ଜ୍
- Smit Machchhar: ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇ ଦେଲେ ୧୮୦ ଜୀବନ, କ୍ୟାପ୍ଟେନ୍ ସ୍ମିତ ମଚ୍ଛାରଙ୍କୁ ବଡ଼ ସମ୍ମାନ ଦେବ ଇସ୍ରାଏଲ୍
- Vande Bharat: ଦୁନିଆର ସବୁଠୁ ଉଚ୍ଚ ରେଲୱେ ବ୍ରିଜ୍ ଉପରେ ୧୦୦ କିମି ବେଗରେ ଦୌଡ଼ିଲା ବନ୍ଦେ ଭାରତ, ଚେନାବରେ ତିଆରି ହେଲା ନୂଆ ରେକର୍ଡ!
- Vijay turns Bus Conductor: କଣ୍ଡକ୍ଟର ସାଜିଲେ ମୁଖ୍ୟମନ୍ତ୍ରୀ ବିଜୟ, ଧଡାଧଡ୍ କାଟିଲେ ଟିକେଟ୍!
- CJP Protest: ପୁଣି ମଇଦାନକୁ ଓହ୍ଲାଇବ କକ୍ରୋଚ୍ ଜନତା ପାର୍ଟି! CECଙ୍କ ଇସ୍ତଫା ୧୦ ଅକ୍ଟୋବରରେ ଦିଲ୍ଲୀରେ ବଡ଼ ବିକ୍ଷୋଭ

Comments are closed.