ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ର ଅଧ୍ୟକ୍ଷତା କରିପାରନ୍ତି। ଏ ନେଇ ଜାତିସଂଘରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ସୟଦ ଆକବରଉଦ୍ଦିନ କହିଛନ୍ତି।
ପ୍ରଧାନମନ୍ତ୍ରୀ ବୋଧହୁଏ ୯ ଅଗଷ୍ଟ ୨୦୨୧ ରେ ପ୍ରଥମ ଥର ପାଇଁ ପରିଷଦ ବୈଠକ ପରିଚାଳନା କରିପାରନ୍ତି।
Comments are closed.