ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ନିମ୍ନ ଅଦାଲତର ବିଚାରପତିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ପ୍ରକାଶ କରିବାର ଦୁଇ ଦିନ ପରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଅପମାନଜନକ ପୋଷ୍ଟ କରିଥିବାରୁ ସିବିଆଇ ୫ ଜଣଙ୍କୁ ଗିରଫ କରିଛି।
ସିବିଆଇକୁ ନୋଟିସ ଜାରି କରି ପ୍ରଧାନ ବିଚାରପତି କହିଛନ୍ତି ଯେ ତଦନ୍ତକାରୀ ସଂସ୍ଥା ନ୍ୟାୟପାଳିକାକୁ ଆଦୌ ସାହାଯ୍ୟ କରୁନାହିଁ। ଖବର ଅନୁଯାୟୀ ରବିବାର ଦିନ ସିବିଆଇ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ବିଚାରପତିଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିଥିବାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
Comments are closed.