ଭୁବନେଶ୍ୱର: ରାଜ୍ୟରେ ଏବେ ହଜାରେ ଉପରେ ରହୁଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୭୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୨୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୫୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରେ ଏହି ସଂଖ୍ୟା ରହିଛି ୧୪୭ ।
Covid-19 Report For 10th August
New Positive Cases: 1078
In quarantine: 626
Local contacts: 452(Details of local contacts will be shared by concerned Dist Administration)
District Wise Cases:
1. Angul: 26
2. Balasore: 45
3. Bargarh: 6
4. Bhadrak: 25
5. Balangir: 4— I & PR Department, Odisha (@IPR_Odisha) August 11, 2021
ଆଜି ୨୯ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି । ୨୭ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୧୫ ଜିଲ୍ଲାରେ ୧୦ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ।
୨୪ ଘଣ୍ଟାରେ ରାଜ୍ୟରେ ୬୮ହଜାର ୭୨୪ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୧.୫୬ ପ୍ରତିଶତ । ରାଜ୍ୟରେ ଆଉ ୬୫ ଜଣଙ୍କୁ ମିଶାଇ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୬ହଜାର ୬୩୦କୁ ବୃଦ୍ଧି ପାଇଛି ।
22. Nawarangpur: 1
23. Nayagarh: 26
24. Nuapada: 5
25. Puri: 48
26. Rayagada: 4
27. Sambalpur: 12
28. Sonepur: 5
29. Sundargarh: 6
30. State Pool: 83New recoveries: 1319
Cumulative tested: 16752488
Positive: 990075
Recovered: 972710
Active cases: 10682— I & PR Department, Odisha (@IPR_Odisha) August 11, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୯୦ହଜାର ୭୫କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୭୨ହଜାର ୭୧୦ ଆକ୍ରାନ୍ତ । ଏବେ ରାଜ୍ୟରେ ୧୦ହଜାର ୬୮୨ ଆକ୍ଟିଭ୍ କେସ୍ ରହିଛି ।