Latest Odisha News

ପ୍ରଥମ ଭାରତୀୟ ଗ୍ରାହକ ଭାବେ ୪ କୋଟି ଟଙ୍କା ମୂଲ୍ୟର ମର୍ସିଡିଜ ମେବ୍ୟାକ କିଣିଲେ ରାମଚରଣ

ଚେନ୍ନାଇ: ଦକ୍ଷିଣ ଭାରତର ସୁପରଷ୍ଟାର ରାମଚରଣ ଭାରତର ପ୍ରଥମ ଗ୍ରାହକ ଭାବେ ମର୍ସିଡିଜ ମେବ୍ୟାକ ଜିଏଲଏସ ୬୦୦ କିଣିଛନ୍ତି । ଏହି କାରର ମୂଲ୍ୟ ୪କୋଟିରୁ ଆରମ୍ଭ । ରାମଚରଣଙ୍କ ପାଖରେ ବିଭିନ୍ନ ପ୍ରକାର ଦାମୀ କାର ରହିଛି । ଏହା ମଧ୍ୟରେ ଏଷ୍ଟନ ମାର୍ଟିନ ଭି ୮ ଭିଟେଂଜ, ରେଂଜ ରୋଭର ଅଟୋବାୟୋଗ୍ରାଫି, ରଲ୍ସ ରୟାଲ୍ସ ସାମିଲ ।

ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଆରଆରଆର ଖୁବ୍ ଶୀଘ୍ର ରିଲିଜ ହେବ । ଏଥିରେ ତାଙ୍କ ସହ ଜୁନିୟର ଏନଟିଆର ଓ ଅଜୟ ଦେବଗାନ ଅଭିନୟ କରୁଛନ୍ତି । ଡିଜନୀ ପ୍ଲସ ଇତି ମଧ୍ୟରେ ରାମଚରଣଙ୍କୁ ବ୍ରାଣ୍ଡ ଆମ୍ବାସଡର କରିଛି ।

Leave A Reply

Your email address will not be published.