ଭୁବନେଶ୍ବର : ଭୁବନେଶ୍ବରରୁ ୪ ଆନ୍ତଃରାଜ୍ୟ ଏଟିଏମ ଲୁଟେରା ଗିରଫ । ଭୁବନେଶ୍ବରର ଟଙ୍କପାଣିରେ ଥିବା ଏକ ଏଟିଏମରେ ଲୁଟ୍ ବେଳେ ଏମାନଙ୍କୁ କାବୁ କରିଛି ସ୍ପେଶାଲ ସ୍କ୍ବାଡ । ୪ ଜଣଙ୍କ ଘର କାନପୁରର ଓ ପଶ୍ଚିମବଙ୍ଗ । ଏମାନେ ପୁରୀ, ବାରିପଦା ସମେତ ବିଭିନ୍ନ ସ୍ଥାନରେ ୩୦ରୁ ଅଧିକ ଏଟିଏମ ଲୁଟ୍ କରିଛନ୍ତି । ସେମାନଙ୍କ ଠାରୁ ଦେଢ଼ ଲକ୍ଷ ଟଙ୍କା, ବିଭିନ୍ନ ବ୍ୟାଙ୍କର ୩୩ଟି ଏଟିଏମ କାର୍ଡ ଓ ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନୀରଜ ସାହୁ, ଜଗେନ୍ଦ୍ର ସିଂହ, ମୁକେଶ ପାଲ ଓ ସଲିମ ଖାନ । ଗତ କିଛି ଦିନ ହେଲା ଏହି ଲୁଟେରାମାନେ ପୁରୀ ଓ ମୟୂରଭଞ୍ଜରେ ଏଟିଏମରୁ ଲୁଟ କରିଛନ୍ତି । ପୋଲିସ ଏହା ସୂଚନା ପାଇବା ପରେ ମୟୂରଭଞ୍ଜ, ପୁରୀ ପୋଲିସ ସହ ଯୋଗାଯୋଗ କରି ତଦନ୍ତ ଜାରି ରଖିଛି ସ୍ପେଶାଲ ସ୍କ୍ବାଡ ।
BREAKING NEWS
- Firing outside Khan Sir’s coaching: ଖାନ୍ ସାରଙ୍କ କୋଚିଂ ବାହାରେ ଫୁଟିଲା ଗୁଳି! ନିଜେ ଖାନ୍ ସାର୍ କହିଲେ ଏହା ପଛରେ କିଏ…
- ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ
- ୨୪ ଘଣ୍ଟାରେ ଘଡଘଡି ବର୍ଷା ନେଇ ଏହି ୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି..୭ ତାରିଖ ଯାଏଁ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା
- Siddaramaiah CWC member: ଚାଲିଗଲା ମୁଖ୍ୟମନ୍ତ୍ରୀ ପଦବୀ, ସିଦ୍ଧରମୈୟାଙ୍କୁ ବଡ଼ ଉପହାର ଦେଲା କଂଗ୍ରେସ
- ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା
- ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ
- ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା
- ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ
- Mars Transit in Rohini: ଏହି ଦିନ ରୋହିଣୀ ନକ୍ଷତ୍ରରେ ମଙ୍ଗଳ କରିବେ ପ୍ରବେଶ; ଜାଣନ୍ତୁ କ’ଣ ଘଟିବ ଓ କେଉଁ ରାଶି ପାଇଁ ଶୁଭ
- ଡିଆରଡିଓ ଏବଂ ଆଇଏଏଫ୍ ପକ୍ଷରୁ ରୁଦ୍ରମ୍-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
Comments are closed.