ଗୁଣପୁର : ବାତ୍ୟା ଗୁଲାବ ପ୍ରଭାବ । ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ମରମା ପଞ୍ଚାୟତର ମାଙ୍ଗଲୁଗୁଡା ଗ୍ରାମରେ ୧୦ଟି ପରିବାରର ଘର କ୍ଷତିଗ୍ରସ୍ତ ହୋଇଛି । ବର୍ଷା ପବନରେ ବଡ଼ ବଡ଼ ଗଛ ଭାଙ୍ଗିପଡିଛି । ଗ୍ରାମରେ ଥିବା ବିଦ୍ୟୁତ ଖୁଣ୍ଟ ସହ ଘରର ଛପର, ଟିଣ ଉପୁଡି ପଡିଛି । ଘଟଣା ସ୍ଥଳରେ ବ୍ଲକ ପ୍ରଶାସନ ଓ ରାଜସ୍ୱ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରି ଲୋକଙ୍କୁ ପଲଥିନ ପ୍ରଦାନ କରାଯାଇଛି। ଏଥିସହ କ୍ଷତିଗ୍ରସ୍ତ ହୋଇଥିବା ୧୦ଟି ପରିବାର ଲୋକଙ୍କୁ ଗମୁ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି
BREAKING NEWS
- JSSC CGL ପରୀକ୍ଷା ରଦ୍ଦ; ୧୬ ଦିନିଆ ଅନଶନ ଭାଙ୍ଗିଲେ ଛାତ୍ର ନେତା ଦେବେନ୍ଦ୍ର…
- ରାସ୍ତାକଡ଼କୁ ଓଲଟିଲା ବସ୍, ୨୦ ଆହତ
- ପ୍ରବଳ ବର୍ଷା ସମ୍ଭାବନା; ଆଜି ଏସବୁ ଜିଲ୍ଲାରେ ସ୍କୁଲ୍ ଓ ଅଙ୍ଗନବାଡ଼ି ଛୁଟି
- MMDR ସଂଶୋଧନ ବିଲ୍-୨୦୨୬କୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ମୋକିମ୍;ଓଡ଼ିଶାର ହକ୍ ପାଇଁ ରାଜରାସ୍ତାକୁ ଓହ୍ଲାଇବେ…
- ବିଜେପି ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ: ଅମିତ ମାଲବ୍ୟ ଏବଂ ତେଜସ୍ୱୀ ସୂର୍ଯ୍ୟଙ୍କୁ କାହିଁକି ହଟାଗଲା?
- ସେପ୍ଟେମ୍ବର ୩ରୁ ପୂର୍ବାଞ୍ଚଳ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତା; ଘୋଷଣା ହେଲା ଓଡ଼ିଶା ଦଳ
- JSSC-CGL exam cancelled: ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ନିକଟରେ ମୁଣ୍ଡ ନୁଆଁଇଲା ସୋରେନ ସରକାର! JSSC- CGL ପରୀକ୍ଷା ହେଲା ବାତିଲ
- ମହାନଦୀ ଅବବାହିକାରେ ବନ୍ୟା ବିପଦ: ତଳିଆ ଅଞ୍ଚଳବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ
- ଭଡ଼ା ଘରେ ଚାଲିଥିଲା ଦେହ ବେପାର: ଗ୍ରାହକ ଓ ଦଲାଲଙ୍କ ସମେତ ୫ ଜଣଙ୍କୁ ଧରିଲା ଜଗତସିଂହପୁର ପୋଲିସ
- ଶ୍ରୀମନ୍ଦିର ସୁରକ୍ଷାରେ ବଡ଼ ତ୍ରୁଟି: କଡ଼ା ପହରାକୁ ଭେଦ କରି ମନ୍ଦିର ଉପରକୁ ଚଢ଼ିଗଲେ ଯୁବକ

Comments are closed.