Latest Odisha News

BREAKING NEWS

କରୋନା ମୃତ୍ୟୁ ଆଶଙ୍କା ବୃଦ୍ଧି କରିଥାଏ ଧୂମପାନ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଧୂମ୍ରପାନ କରିବା ଦ୍ୱାରା କୋଭିଡ-୧୯ ଆଶଙ୍କା ବେହାର ସମ୍ଭାବନା ଅଧିକ ରହିଛି। ଏହାର ସଂକ୍ରମଣରେ ମୃତ୍ୟୁ ହେବାର ଆଶଙ୍କା ବଢିପାରେ ବୋଲି ଜଣାପଡ଼ିଛି। ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ପାଇଁ କରୋନାରେ ମୃତ୍ୟୁ ହେବାର ଅଧିକ ବିପଦ ରହିଛି ବୋଲି ତଥ୍ୟରୁ ଜଣାପଡ଼ିଛି।

ମହାମାରୀର ପ୍ରାରମ୍ଭରେ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ସାଧାରଣ ଲୋକଙ୍କ ତୁଳନାରେ କୋଭିଡ-୧୯ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ମଧ୍ୟରେ ସକ୍ରିୟ ଧୂମପାନକାରୀଙ୍କ ସଂଖ୍ୟା କମ୍।

 

Comments are closed.