Latest Odisha News

BREAKING NEWS

ଚନ୍ଦ୍ରଶେଖର ହୋତା ପାଇଲେ ‘ ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର’

ବାଙ୍ଗାଲୋର : ଯୁବ ପ୍ରାବନ୍ଧିକ ତଥା ସମାଲୋଚକ ଚନ୍ଦ୍ରଶେଖର ହୋତା ବାଙ୍ଗାଲୋରସ୍ଥିତ ଭାରତୀୟ ବିଦ୍ୟା ଭବନ ପ୍ରେକ୍ଷାଳୟରେ ୨୦୨୦ ମସିହା ପାଇଁ “ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର” ଗ୍ରହଣ କରିଛନ୍ତି ।

ପ୍ରସିଦ୍ଧ ହିନ୍ଦୀ କବି ଅରୁଣ କମଳ ଏବଂ କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଚନ୍ଦ୍ରଶେଖର କମ୍ବାରଙ୍କଠାରୁ ସେ ଏହି ପୁରସ୍କାର ଗ୍ରହଣ କରିଥିଲେ । ଶ୍ରୀ ହୋତାଙ୍କ ରଚିତ ପ୍ରବନ୍ଧ ସଙ୍କଳନ “ଚେତନାର ଅନ୍ୱେଷଣ” ପାଇଁ ତାଙ୍କୁ ଏହି  ମର୍ଯ୍ୟାଦାବନ୍ତ ପୁରସ୍କାର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.