ବଲାଙ୍ଗୀର : ସମଲେଶ୍ଵରୀ ମନ୍ଦିରରେ ବଡ ଅଘଟଣ । ଶୁକ୍ରବାର ଭୁଷୁଡ଼ିଲା ସମଲେଶ୍ୱରୀ ମନ୍ଦିରର ଛାତ । ପୂଜକ ଓ ଶ୍ରଦ୍ଧାଳୁ ଅଳ୍ପକେରୁ ବର୍ତ୍ତି ଯାଇଛନ୍ତି । କାହାରି କିଛି ହୋଇନଥିବ ଜଣା ପଡିଛି । ପୂର୍ବରୁ ଛାତ ଦୁର୍ବଳ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତଥାପି ମରାମତି ପ୍ରତି ଗୁରୁତ୍ୱ ଦିଆଯାଇନଥିଲା । ଯାହାଫଳରେ ଏହି ଅଘଟଣ ଘଟିଛି ।
BREAKING NEWS
- ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର
- ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ
- Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ
- ୨୦୨୭ ବିଶ୍ୱକପ୍ରେ ବୁମରା-ଭୁବନେଶ୍ୱର ଯୋଡ଼ି ?
- ଦିଲ୍ଲୀ ସୀମାପୁରୀ ଅଞ୍ଚଳରେ ଭୁଶୁଡିଲା ଆଉ ଏକ କୋଠା: ଏକାଧିକ ତଳେ ମାଟି ତଳେ ଫସି ରହିଥିବା ସନ୍ଦେହ
- ୫ କୋଟି ଟଙ୍କାର ଖବରକୁ ନେଇ ନୀରବତା ଭାଙ୍ଗିଲେ ବିରାଟ, ପ୍ରେମାନନ୍ଦ ମହାରାଜଙ୍କୁ ନେଇ କହିଦେଲେ ଏପରି କଥା
- ଚୋରା ବାଲି କାରବାର ଉପରେ ପୋଲିସର ବଡ଼ ଆକ୍ସନ;୫ ଟ୍ରାକ୍ଟର ସହ ୫ ଡ୍ରାଇଭର ଅଟକ
- ଗୁପଚୁପ୍ ଖାଉଥିଲେ ସାବଧାନ! ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି…
- UP woman English: ସାଧାରଣ ଗୃହିଣୀଙ୍କ ମୁହଁରେ ଅନର୍ଗଳ ଇଂରାଜୀ! ପ୍ରିୟଙ୍କା ଚୋପ୍ରା କଲେ ବାଃ ବାଃ…ହେଲେ ଭିଡିଓ ପାଇଁ ସ୍ୱାମୀ ଦେଲେ ଗାଳି
- ପୁଣି ଚର୍ଚ୍ଚାରେ ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ସର୍ତ୍ତକୁ ବିରୋଧ କଲେ ବାପା

Comments are closed.