କେନ୍ଦୁଝର : ବିଦ୍ୟୁତ ଆଘାତରେ ଅକାଳରେ ଚାଲିଗଲା ଚାଷୀଙ୍କ ଜୀବନ। ବଗିଚାରେ ମୋଟରରେ ପାଣି ମଡାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ କେନ୍ଦୁଝର ତୁରୁମଙ୍ଗା ଥାନା ବଲାଣିପଶି ଗାଁର ନୃସିଂହ ମହାନ୍ତ । ନୃସିହ ତାଙ୍କ ପରିବା ବଗିଚାରେ ପାଣି ଦେଉଥିବା ବେଳେ ତାଙ୍କୁ କରେଣ୍ଟ ମାରିଥିଲା। ସେ ଗୁରୁତର ହୋଇପଡ଼ିଥିଲେ। ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣା ସ୍ଥଳରେ ତୁରୁମଙ୍ଗା ପୋଲିସ ପହଁଚି ମୃତ ଦେହକୁ ଜବତ କରିଛି।
BREAKING NEWS
- ହାଇ ବିପି ଔଷଧ ଖାଉଛନ୍ତି କି? କ୍ୟାନସର ହେବା ନେଇ ଡବ୍ଲ୍ୟୁଏଚଓ ର ବଡ଼ ଚେତାବନୀ
- ଓଡ଼ିଶାରେ ଲୁହାପଥର ଖୋଳିବ କୋଲ୍ ଇଣ୍ଡିଆ
- Vigilance raids: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଡାଟା ଏଣ୍ଟ୍ରି ଅପରେଟର
- ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି ପରେ ମୁହଁ ଖୋଲିଲେ ପରିବହନ ମନ୍ତ୍ରୀ: ଗାଡ଼ିର ବୀମା ନଥିଲେ ମିଳିବନି ପେଟ୍ରୋଲ୍
- ଭାରତ-ଶ୍ରୀଲଙ୍କା ଟେଷ୍ଟ ଇତିହାସ: ରନରେ ସଚିନ, ୱିକେଟରେ ମୁରଲୀଧରନ ଶୀର୍ଷରେ
- ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ବଡ଼ ଆଶ୍ୱସ୍ତି: ଛାଡ଼ପତ୍ର ଆବେଦନ ଫେରାଇ ନେଲେ ପତ୍ନୀ ସଙ୍ଗୀତା
- ଇଏମଆଇରେ କିଣାଯାଇଥିବା ଫୋନର ଦେୟ ନଦେଇପାରିଲେ କଣ ହେବ, RBI ଘୋଷଣା କଲା ନିୟମ
- ହକି ବିଶ୍ୱକପ: ଭାରତକୁ ବଡ ଝଟକା, ୨୮ ବର୍ଷ ପରେ ଘଟିଲା ଏ ଭଳି ଘଟଣା
- ଫୁଡ୍ ପ୍ରୋସେସିଂ ହବ୍ ହେବ ଓଡ଼ିଶା
- ମାଛ ଧରିବାକୁ ଯାଇ ବୃଦ୍ଧ ନିଖୋଜ; କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ଆଣିଲେ…

Comments are closed.