କଟକ : ଆସୁଛି କାର୍ତ୍ତିକ ମାସର ପଞ୍ଚୁକ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପଞ୍ଚୁକ ପାଇଁ କଟକଣା ଲାଗୁ ହୋଇଛି। ଭିଡକୁ ଦୃଷ୍ଟିରେ ରଖି ଅଁଳା ନବମୀ ଓ ବଡଓଷାରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।ନଭେମ୍ବର ୧୨ ରୁ ୧୯ ତାରିଖ ଯାଏଁ ଧବଳେଶ୍ୱରରେ ୧୪୪ ଧାରା ଲାଗୁ ହୋଇଛି। ଅଁଳାନବମୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେନି ଭକ୍ତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ କଟକଣା ଲାଗୁ କରିଛି।
BREAKING NEWS
- ମହାନଦୀରେ ଆଉ ବଢ଼ିବନି ପାଣି,ଟଳୁଛି ବଡ଼ ବନ୍ୟା ଆଶଙ୍କା:ସର୍ବୋଚ୍ଚ ଯନ୍ତ୍ରୀ
- ଟି୨୦ କ୍ରିକେଟ: ପୋଲାର୍ଡଙ୍କ ବିଶ୍ୱ ରେକର୍ଡ ଭାଙ୍ଗିବାରୁ ମାତ୍ର ୨୪ ରନ୍ ଦୂରରେ ବଟଲର
- ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୃହପାଳିତ ପଶୁପକ୍ଷୀଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି; ୫୮ ରାପିଡ୍ ରେସପନ୍ସ ଟିମ୍ ଗଠନ
- ନୌସେନାର ନୂଆ ଡେପୁଟି ଚିଫ ହେଲେ ଭାଇସ୍ ଆଡମିରାଲ୍ ଏଏନ୍ ପ୍ରମୋଦ
- ଡୋଭାଲଙ୍କୁ ସମ୍ମାନଜନକ ଲୋକମାନ୍ୟ ତିଲକ ଜାତୀୟ ପୁରସ୍କାର;ଯୁବବର୍ଗଙ୍କୁ କହିଲେ-ଜାତୀୟ ସ୍ୱାର୍ଥ ପାଇଁ ନିଜ ଜୀବନ ଉତ୍ସର୍ଗ କର…
- ବିଡିଏର ଏକାମ୍ର ରେସିଡେନ୍ସି ଆବାସିକ ପ୍ରକଳ୍ପର ଶୁଭାରମ୍ଭକୁ ମଞ୍ଜୁରୀ
- ବକ୍ସିଂରେ ଭାରତର ଡବଲ୍ ଗୋଲ୍ଡ; ପ୍ରୀତି,ଜସମିନ ଜିତିଲେ ସ୍ୱର୍ଣ୍ଣ
- ବିଲ୍ଡରଙ୍କ ଘରୁ ଚୋରି କରିନେଲେ ୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ଟଙ୍କା
- ୩୭.୩୨ ଲକ୍ଷ ଆତ୍ମସାତ ଅଭିଯୋଗ; ଜୁନିଅର ଆସିଷ୍ଟାଣ୍ଟଙ୍କୁ ଗିରଫ କଲା ଭିଜିଲାନ୍ସ
- ଅଗଷ୍ଟ ୩ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ
Comments are closed.