Latest Odisha News

BREAKING NEWS

Browsing Tag

Baba Dhabaleswar

ଆସନ୍ତା ସପ୍ତାହରୁ ଭକ୍ତଙ୍କ ପାଇଁ ଖୋଲିପାରେ ଧବଳେଶ୍ୱର ପୀଠ

କଟକ: ଶ୍ରଦ୍ଧାଳୁ କରିବେ ବାବାଙ୍କ ଦର୍ଶନ । ଆସନ୍ତା ସପ୍ତାହରୁ ଖୋଲିପାରେ ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଡଙ୍ଗା ଯୋଗେ ସପ୍ତାହରେ ୪ ଦିନ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ଅନୁମତି ଦେବା କଥା ବିଚାର କରୁଛି । ଧବଳେଶ୍ୱର ପୀଠର ପୂଜକ ସମିତି ଓ ସ୍ଥାନୀୟ…

ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ପାଳିତ ହୋଇଛି ବଡ଼ଓଷା । ବାବା ଧବଳେଶ୍ୱରଙ୍କୁ ଲାଗି ହେଲା ଗଜଭୋଗ । ରାତି ୩ଟାରେ ଗଜଭୋଗ ଉଠିଥିଲା । ଏଥିପାଇଁ ରାତି ଗୋଟାଏରୁ ଆରମ୍ଭ ହୋଇଥିଲା ନୀତିକାନ୍ତି । ମଙ୍ଗଳଆଳତୀ ପରେ ମହାନଦୀରୁ ୧୦୮ ସୁବାସିତ ଜଳରେ…

ପଞ୍ଚୁକ ଓ ବଡଓଷା ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି

କଟକ : ଆସୁଛି କାର୍ତ୍ତିକ ମାସର ପଞ୍ଚୁକ । କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପଞ୍ଚୁକ ପାଇଁ କଟକଣା ଲାଗୁ ହୋଇଛି। ଭିଡକୁ ଦୃଷ୍ଟିରେ ରଖି ଅଁଳା ନବମୀ ଓ ବଡଓଷାରେ ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି।ନଭେମ୍ବର ୧୨ ରୁ ୧୯ ତାରିଖ ଯାଏଁ ଧବଳେଶ୍ୱରରେ ୧୪୪ ଧାରା ଲାଗୁ…

ଦର୍ଶନ ଦେଲେ ବାବା ଧବଳେଶ୍ୱର: ଆଜି ସେବାୟତଙ୍କ ପରିବାର, ୧୧ରୁ ସର୍ବସାଧାରଣ ଦର୍ଶନ

କଟକ: ୯ ମାସ ପରେ ଆଜିଠୁ ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ମନ୍ଦିର । ଆଜି ସକାଳ ୬ଟାରୁ ମନ୍ଦିର କପାଟ ଖୋଲିଛି । ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହିବ । କୋଭିଡ୍‌ କଟକଣା ଭିତରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଆଜିଠୁ ପୂଜକଙ୍କ ପରିବାର…