ଭୁବନେଶ୍ୱର : କେରଳରେ ବିଜେପି ଓବିସି ମୋର୍ଚ୍ଚା ସମ୍ପାଦକଙ୍କ ରଂଜିତ ଶ୍ରୀନିବାସନ୍ ଙ୍କୁ ହତ୍ୟା ଘଟଣାରେ ରାଜଧାନୀରେ ପ୍ରତିବାଦ କଲା ରାଜ୍ୟ ବିଜେପି ଓବିସି ମୋର୍ଚ୍ଚା । ବିଜେପି ପାର୍ଟି ଅଫିସରୁ ବାହାରି ଏକ ପଟୁଆରରେ ରାମ ମନ୍ଦିର ସମ୍ମୁଖରେ କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନଙ୍କ ବିରୋଧରେ ନାରାବାଜୀ କରିବା ସହ କୁଶ ପୁତ୍ତଳିକା ଦାହ କରିଥିଲେ ବିଜେପି ଓବିସି ମୋର୍ଚ୍ଚା । ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ରାଜ୍ୟ ଓବିସି ମୋର୍ଚ୍ଚା ।
BREAKING NEWS
- Habisyali Registration:ହବିଷ୍ୟାଳିଙ୍କ ପାଇଁ ଅକ୍ଟୋବର ୬ରୁ ଅନଲାଇନ ଆବେଦନ;ନିଶୁଳ୍କ ରହଣୀ ଓ ମହାପ୍ରସାଦ ବ୍ୟବସ୍ଥା
- ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କାଫିଲା ପାଇଁ ଅଟକିଲା ଆମ୍ବୁଲାନ୍ସ : ୪ ପୋଲିସ ସସପେଣ୍ଡ
- ChatGPT ‘Sir’: ଇଣ୍ଟରନେଟ୍ ପ୍ରେମରେ ୭୭ ବର୍ଷୀୟ ବୃଦ୍ଧ, ‘ସାର୍’ ବୋଲି କଲେ ସମ୍ବୋଧନ, ମନ କିଣିନେବ AI ସହ ତାଙ୍କ ବାର୍ତ୍ତାଳାପ…
- IITM ସହାୟତାରେ ରାଜ୍ୟରେ କମିବ ପ୍ରାକୃତିକ ବିପର୍ଯ୍ୟୟ ପ୍ରକୋପ
- Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ
- ଗୁଜରାଟରେ ୟୁନିଫର୍ମ ସିଭିଲ୍ କୋଡ୍କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି
- Drishyam 3: ଥିଏଟରରେ ‘ଦୃଶ୍ୟମ୍ ୩’ର ଧମାକା, ଓପନିଂରେ ଅଜୟ ଦେବଗନଙ୍କ ନୂଆ ରେକର୍ଡ! ଫିଲ୍ମକୁ ନେଇ କ’ଣ କହୁଛନ୍ତି ଦର୍ଶକ?
- ପୂଜା ପୂର୍ବରୁ ବନ୍ୟା କ୍ଷତିଗ୍ରସ୍ତ ପାଇବେ କ୍ଷତିପୂରଣ
- Chameli Ojha case:ଚାମେଲି ଓଝା ମାମଲାରେ NHRC ତଦନ୍ତ,୫ରେ ଆସିବେ ୩ ଜଣିଆ ଟିମ୍
- Captain Smit Machchhar: ହିରୋ ପାଇଲଟ୍ଙ୍କ ସହ ଫୋନ୍ରେ କଥା ହେଲେ ପିଏମ୍ ମୋଦୀ, ମଚ୍ଛାର ବଖାଣିଲେ କେମିତି ମରଣକୁ ତିଳେ ହେଲେ କରିନଥିଲେ ଖାତିର…

Comments are closed.