ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କରୋନା ସଂକ୍ରମିତ । ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି ଦିଲୀପ ରାୟ । ତାଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି । ଡାକ୍ତରଙ୍କ ପରମର୍ଶରେ ସଂଗରୋଧରେ ଅଛନ୍ତି ଦିଲୀପ ରାୟ ।
ଏଥିସହ ସମସ୍ତଙ୍କୁ କୋଭିଡ୍ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି । ବର୍ତ୍ତମାନ କରୋନାର ତୃତୀୟ ଲହରରେ ଆମେ ପହଞ୍ଚି ସାରିଥିବା ବେଳେ ଗାଇଡଲାଇନକୁ ମାନିବାକୁ ଅନୁରୋଧ କରିଛନ୍ତି ଦିଲୀପ ରାୟ ।
I have been tested positive for COVID. Symptoms are mild. Have isolated myself as per the Doctor’s advice.
Request everyone to strictly follow COVID appropriate behaviour as we are standing on verge of a 3rd wave outbreak.
Let’s not let our complacency trigger another wave.
— Dilip ray (@DilipRayOdisha) January 6, 2022
Comments are closed.