Latest Odisha News

ଥାନା ପଛରେ ଦେହ ବେପାର, ତିନି ରୂପଜୀବୀଙ୍କ ସହ ୩ ଗ୍ରାହକ ଗିରଫ

କଟକ: କଟକରେ ପୁଣି ଠାବ ହେଲା ସେକ୍ସ ର୍ୟାକେଟ୍ । ଏହି ଘଟଣାରେ ତିନି ରୂପଜୀବୀଙ୍କ ସହ ୩ ଜଣ ଗ୍ରାହକଙ୍କୁ ଗିରଫ କରିଛି ମର୍କତନଗର ଥାନା ପୋଲିସ । ବହୁ ଆପତ୍ତିଜନକ ସାମଗ୍ରୀ ସମେତ ଏକ ଭିଡିଓ ପ୍ଲେୟର ଜବତ କରିଛି ପୋଲିସ ।

BjdElectrycity

ଥାନା ପଛ ପଟେ ଥିବା ଏକ ହୋଟେଲରେ ଏହି ସେକ୍ସ ରାକେଟ ଚାଲି ଥିବା ଖବର ପାଇ ସେ ଠାରେ ରେଡ଼ କରିଥିଲା ପୋଲିସ। ତେବେ କେବେଠାରୁ ଏହି ହୋଟେଲରେ ଦେହ ବ୍ୟବସାୟ ଚାଲୁଥିଲା ଏବଂ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed, but trackbacks and pingbacks are open.