Latest Odisha News

BREAKING NEWS

କର୍କଟରେ ଆକ୍ରାନ୍ତ ଓଡିଆ ଟେଲି ତାରକା ରାଜେଶ୍ୱରୀ, ଆରୋଗ୍ୟ କାମନା କଲେ ପ୍ରଶଂସକ

ଭୁବନେଶ୍ୱର: ଓଡ଼ିଆ ଟେଲି ଜଗତର ଜଣାଶୁଣା ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର କର୍କଟ ରୋଗରେ ଆକ୍ରାନ୍ତ।

ଏସମ୍ପର୍କରେ ସେ ଫେସବୁକ୍ ପେଜରେ ନିଜ ପୋଷ୍ଟ କରିଛନ୍ତି ।

‘ମୁଁ କର୍କଟ ସହ ଲଢ଼େଇ କରୁଛି। ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକ୍ରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ଆଶୀର୍ବାଦ କରନ୍ତୁ’ ବୋଲି ରାଜେଶ୍ୱରୀ ତାଙ୍କ ଫେସବୁକରେ ୨ଟି ଫଟୋ ସେୟାର କରି ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.