ଶ୍ରୀହରିକୋଟା : ମହାକାଶକୁ ଉପଗ୍ରହ ଉତକ୍ଷେପଣ କରିବାରେ ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ)କୁ ଆଜି ଆଉ ଏକ ସଫଳତା ମିଳିଛି।
ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଜି ସକାଳ ୫ଟା ୩୦ ମିନିଟ ସମୟରେ ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ (ପିଏସଏଲଭି) ସି-୪୬ ସଫଳତାର ସହ ଭୂପୃଷ୍ଠ ପର୍ଯ୍ୟବେକ୍ଷଣ କରିପାରୁଥିବା କୃତ୍ରିମ ଉପଗ୍ରହ ‘ରେଡର୍ ଇମେଜିଂ ସାଟେଲାଇଟ୍-ଟୁ-ବି’କୁ (ରିସାଟ୍-ଟୁ-ବି) କକ୍ଷପଥରେ ଅବସ୍ଥାପିତ କରିଛି ।
🇮🇳 #ISROMissions 🇮🇳#PSLVC46 successfully injects #RISAT2B into Low Earth Orbit.
Here's the view of #RISAT2B separation captured by our onboard cameraOur updates will continue. pic.twitter.com/WUTBdNH2XJ
— ISRO (@isro) May 22, 2019
ଇସ୍ରୋର କହିବାନୁଯାୟୀ- ପିଏସଏଲଭି ସି-୪୬ ଇସ୍ରୋର ୪୮ତମ ଉଡାଣ । ଏହାର ଓଜନ ୬୧୫ କେଜି ବୋଲି ଜଣାପଡ଼ିଛି।
Comments are closed.