ବାଲେଶ୍ୱର : ବାଲେଶ୍ୱରରେ ବିଜେଡି ୧୨ଟି ଜୋନ୍ ଜିତିଥିବା ବେଳେ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ସନ୍ତୁଷ୍ଟ ହୋଇଛନ୍ତି । ବାଲେଶ୍ୱରେ ଔପଦା-୨ ଜୋନରେ ଉଷାରଣୀ ରାଉଳ(ବିଜେପି), ଖଇରା-୪ ଜୋନରେ ରଶ୍ମିତା ମହାପାତ୍ର(ବିଜେଡି)ଜଳେଶ୍ୱର-୮ଜୋନରେ ଗୌରାଙ୍ଗ ସିଂ(ବିଜେଡି),ନୀଳଗିରି ୧୨ଜୋନରେ ରଶ୍ମିତା ସିଂ(ବିଜେଡି),ବସ୍ତା-୧୫ଜୋନରେ ଦେବିକା,ସୋରେନ(ବିଜେଡି), ,ବାହାନଗା-୧୯ଜୋନରେ ବିନପ୍ରଭା ଶିଅଳ (ବିଜେଡି),ବାଲିଆପାଳ-୨୨ ଜୋନରେ ନିଶାକର ସେଠୀ(ବିଜେଡି),ବାଲେଶ୍ୱର୨୬ଜୋନରେ ସୋନାଲି ବିଶ୍ୱାଳ(ବିଜେଡ଼ି),ବାଲେଶ୍ୱର-୨୭ ଜୋନରେ ବନଲତା ସେଠୀ(ବିଜେଡି),ଭୋଗରାଇ ୩୨ ଜୋନରେ କବିତା ମହାନ୍ତି(ବିଜେଡି),ଭୋଗରାଇ-୩୩ ଜୋନରେ ସନ୍ତୋଷ ଜେନା(କଂଗ୍ରେସ),ରେମୁଣା-୩୭ ଜୋନରେ କଲ୍ୟାଣୀ ବାରିକ(ବିଜେଡି)
ସିମୁଳିଆ-୪୧ଜୋନରେ ସାବିତ୍ରୀ ପାଢ଼ୀ(ବିଜେଡ଼ି),ସୋର-୪୪ଜୋନରେ ଜୟନ୍ତ କୁମାର ସ୍ୱାଇଁ(ବିଜେଡି)ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।
BREAKING NEWS
- ଭାରତର ସବୁଠୁ ବଡ ପରମାଣୁ ଶକ୍ତି କେନ୍ଦ୍ରକୁ ନେଇ ପୁଟିନ କଲେ ଏହି କମିଣ୍ଟମେଣ୍ଟ…
- ପୁଟିନଙ୍କ ଭାରତ ଗସ୍ତ: ଥରୁର ପାଇଲେ ନିମନ୍ତ୍ରଣ ପତ୍ର, ହେଲେ ରାହୁଲ ଗାନ୍ଧୀଙ୍କୁ ମିଳିଲାନି…
- ପୁରୀରେ ଆୟୋଜିତ ହେଲା ଓଡିଶା-ଆସାମ ସାହିତ୍ୟ ଉତ୍ସବ
- ଆସନ୍ତାକାଲି ବାବରୀ ମସଜିଦର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ହୁମାୟୁଁ କବୀର
- ନିଷିଦ୍ଧାଞ୍ଚଳରୁ ୨ ଆନ୍ଧ୍ର ଟ୍ରଲର ଜବତ, ମତ୍ସ୍ୟଜୀବୀ ଅଟକ
- ଇଣ୍ଡିଗୋ ସଙ୍କଟ; ତଦନ୍ତ କମିଟି ଗଠନ କଲା DGCA
- ପିଙ୍କବଲ ଟେଷ୍ଟ: ଅଷ୍ଟ୍ରେଲିଆ ୪୪ ରନରେ ଅଗ୍ରଣୀ
- ଏଣିକି ମହିଳା କର୍ମଚାରୀଙ୍କୁ ମିଳିବ ପେଡ୍ ପିରିୟଡ୍ ଲିଭ୍
- ଏଏନ୍ଏମ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍…
- ଡିସେମ୍ବର ୫ରୁ ୧୫; ବିମାନ ବାତିଲ ଉପରେ ମିଳିବ ସମ୍ପୂର୍ଣ୍ଣ ରିଫଣ୍ଡ
Comments are closed.