Latest Odisha News

BREAKING NEWS

ହିଞ୍ଜିଳିରୁ ଜିତିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମର ହିଞ୍ଜିଳି ବିଧାନସଭା ଆସନରେ ବିଜୟ ହାସଲ କରିଛନ୍ତି ।

ସେହିପରି ଅନ୍ୟ ବିଜୟୀ ପ୍ରାର୍ଥୀମାନେ ହେଲେ:
ଯାଜପୁର ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ବିଜୟ ହାସଲ କରିଛନ୍ତି । ପୋଲସରାରେ ବିଜେଡ଼ି ପ୍ରାର୍ଥୀ ଶ୍ରୀକାନ୍ତ ସାହୁ, କେନ୍ଦୁଝର ଆସନରେ ବିଜେପି ପ୍ରାର୍ଥୀ ମୋହନ ମାଝୀ, ତାଳଚେର ଆସନରେ ବିଜେଡ଼ି ପ୍ରାର୍ଥୀ ବ୍ରଜକିଶୋର ପ୍ରଧାନ ବିଜୟ ହାସଲ କରିଛନ୍ତି ।

ସେହିପରି, ସାନଖେମୁଣ୍ଡି ଆସନରେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା ବିଜୟୀ ହୋଇଛନ୍ତି । ବିଜେଡ଼ି ପ୍ରାର୍ଥୀ ପ୍ରଶାନ୍ତ ବେହେରା ସାଲେପୁର ଆସନରେ ବିଜୟ ହାସଲ କରିପାରିଛନ୍ତି ।

Leave A Reply

Your email address will not be published.