Latest Odisha News

BREAKING NEWS

ଓପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର : ଓଡିଶାରେ ଲୋକସଭା ଓ ବିଧାନସଭା ନର୍ବାଚନରେ କଂଗ୍ରେସ ହାରିବା ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଶୁକ୍ରବାର ଦିନ ନରଞ୍ଜନ ପଟ୍ଟନାୟକ ଇସ୍ତଫା ପ୍ରଦାନ କରିଛନ୍ତି ।

ସେ ନିଜ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ ତଥା ଦଳ ସୁପ୍ରିମୋ ରାହୁଲଙ୍କ ନିକଟକୁ ପଠାଇଛନ୍ତି । ଚଳିତ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଲାଗି ସେ ଇସ୍ତଫା ଦେଇଥିବା ନେଇ କହିଛନ୍ତି ।

Leave A Reply

Your email address will not be published.