Latest Odisha News

BREAKING NEWS

ଯୁକ୍ତ ୨ ନାମଲେଖା ଆବେଦନର ଅବଧି ଆଉ ଅଧିକ ଦିନ ଘୁଞ୍ଚିଲା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଗୁରୁବାର ଦିନ +୨ ନାମଲେଖା ଲାଗି ଆବେଦନ କରିବାର ଶେଷ ତାରିଖକୁ ଆହୁରି ଅଧିକ ୫ ଦିନ ବୃଦ୍ଧି କରିଛନ୍ତି ।

ଏନେଇ ଏକ ବିଭାଗୀୟ ନୋଟିସ ଅନୁଯାୟୀ, ନାମ ଲେଖାଇବା ଲାଗି ଆବେଦନ କରିବାର ଶେଷ ତାରିଖ ଜୁନ ୨୧ ପରିବର୍ତ୍ତେ ଜୁନ ୨୬ ତାରିଖ ନିର୍ଦ୍ଧାରିତ ହୋଇଛି ।

ତେବେ ଜୁଲାଇ ୨ ତାରିଖରେ ପ୍ରଥମ କଟ-ଅଫ ତାଲିକା ଘୋଷଣା ହେବା ସହିତ କଲେଜ ଗୁଡ଼ିକରେ ରେଗୁଲାର୍ କ୍ଲାସ୍ ଜୁଲାଇ ୨୯ ତାରିଖରୁ ଆରମ୍ଭ ହୋଇଯିବ ବୋଲି ସୂଚନା ହସ୍ତଗତ ହୋଇଛି ।

Leave A Reply

Your email address will not be published.