ଭୁବନେଶ୍ୱର: ଆଗାମୀ ଏସିଆ କପ ବାସ୍କେଟବଲ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଜାକର୍ତାରେ ଜୁଲାଇ ୧୨ରୁ ୨୪ ପର୍ଯ୍ୟନ୍ତ ଏହା ଆୟୋଜିତ ହେବ । ଓଡିଶାର ୨୦ ବର୍ଷୀୟ ଅମରେନ୍ଦ୍ର ନାୟକ ଏହି ଦଳରେ ସ୍ଥାନ ପାଇଛନ୍ତି । ୬ଫୁଟ ୮ଇଂଚ ଉଚ୍ଚତା ବିଶିଷ୍ଟ ଅମରେନ୍ଦ୍ର ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ଟିମରେ ମଧ୍ୟ ସାମିଲ ହୋଇଥିଲେ । ଭାରତୀୟ ବାସ୍କେଟବଲ ଫେଡେରେଶନ ୧୨ ଜଣିଅ ଦଳରେ ଅମରେନ୍ଦ୍ରଙ୍କୁ ସାମିଲ କରିବା ଓଡିଶା କ୍ରୀଡାପ୍ରେମୀ ଆନନ୍ଦ ଦେଇଛି ।
ଭାରତୀୟ ଦଳ: ମୁଇନ ବେକ ହାଫିଜ, ଅରବିନ୍ଦ ଏମକୁମାର, ବିଶେଷ ଭୃଗବଂଶୀ, ସାହାଇଜ ପି ସିଂ, ଅମରେନ୍ଦ୍ର ନାୟକ, ବିବେକ ଭି ଗୋଟି, କୁଶଳ ସିଂ, ପ୍ରଣବ ପ୍ରିନ୍ସ, ପ୍ରଶାନ୍ତ ରାୱତ, ପ୍ରତ୍ୟାଂଶୁ ଟୋମାର, ଆର୍ଯ୍ୟନ ଓ ଅମ୍ରିିତପାଲ ସିଂ ।
BREAKING NEWS
- ସରକାରୀ ପାଣ୍ଠିର ଅପବ୍ୟବହାର; ସେବା ସମବାୟ ସମିତିର ପୂର୍ବତନ ସେକ୍ରେଟାରୀ ଦୋଷୀ ସାବ୍ୟସ୍ତ
- Why Naseeruddin Shah Angry : ‘ପ୍ରଶଂସା ନ କରିବା ଦେଶଦ୍ରୋହ ହୋଇଗଲା’, କାହିଁକି ଭଡ଼କିଲେ ନାସିରୁଦ୍ଦିନ ଶାହ?
- UPSC ପରୀକ୍ଷା ନିୟମରେ ବଡ଼ ପରିବର୍ତ୍ତନ; IAS ଓ IFS ପାଇଥିଲେ…
- PM Modi Speech Cancelled: କାହିଁକି ପ୍ରଧାନମନ୍ତ୍ରୀଙ୍କ ଭାଷଣ ବିନା ଗୃହୀତ ହେଲା ଧନ୍ୟବାଦ ପ୍ରସ୍ତାବ? ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର କାରଣ…
- SC To Mamata Govt :ମମତା ସରକାରଙ୍କୁ ବଡ଼ ଝଟକା, କର୍ମଚାରୀମାନଙ୍କୁ ବାକି ଥିବା DA ର ୨୫% ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
- ଟି୨୦ ବିଶ୍ୱକପ: ପାକିସ୍ତାନ ମନା କରିଥିଲେ ବି ମ୍ୟାଚ ଖେଳିବାକୁ ଯିବ ଟିମ ଇଣ୍ଡିଆ
- ଭାରତର କୂଟନୈତିକ ବିଜୟରେ ଜଳୁଛି ପାକିସ୍ତାନ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; କଂଗ୍ରେସ ନେତା ରଞ୍ଜିତ ରାଜଙ୍କ ମୃତ୍ୟୁ
- ଅଲ୍ ଫଲାହ ଗ୍ରୁପ୍ ଅଧ୍ୟକ୍ଷ ଜୱାଦ ଅହମ୍ମଦ ସିଦ୍ଦିକୀ ଗିରଫ
- ଦିନକରେ ସମ୍ପତ୍ତି ବଢ଼ିଲା ୭ ଲକ୍ଷ ୫୦ ହଜାର କୋଟି ଟଙ୍କା
Comments are closed.