Latest Odisha News

BREAKING NEWS

ଟ୍ରେନରୁ ଖସି ପଡୁଥିବା ମହିଳାଙ୍କୁ ଉଦ୍ଧାର କଲେ ଯବାନ

ଝାରସୁଗୁଡ଼ା: ରେଳ ଷ୍ଟେସନରେ ଟ୍ରେନରୁ ଖସି ପଡୁଥିବା ଜଣେ ମହିଲାଙ୍କୁ ଝାରସୁଗୁଡ଼ା ଆରପିଏଫ ଯବାନ ରାଜେଶ କୁମାର ଯାଦବ ତତ୍ କ୍ଷଣାତ ମହିଳାଙ୍କୁ ଉଦ୍ଧାର କରିଥିବା ସିସି ଟିଭିରୁ ଜଣା ପଡ଼ିଛି।

ବୁଧବାର ରାତି ୧ଟାରେ ପ୍ଲାଟଫର୍ମ-୨ରୁ ହାଓଡ଼ା ଯିବା ପାଇଁ ସମରସତ୍ତା ଏକ୍ସପ୍ରେସ ବାହାରୁଥିବା ବେଳେ ଜଣେ ମହିଳା ଟ୍ରେନରେ ଦୌଡ଼ି ଯାଇ ଚଢୁଥିବା ବେଳେ ଖସି ପଡିଥିଲେ।

ଟ୍ରେନ ତଳକୁ ମହିଳା ଖସିପଡ଼ିବା ପୂର୍ବରୁ ନିକଟରେ ଆରପିଏଫ ଯବାନ ମହିଳାଙ୍କୁ ଟାଣି ଆଣିଥିଲେ। ମହିଳାଙ୍କ ନାମ ସୁଲତାନା ଖାଁ (୩୬) ଓ ତାଙ୍କ ଘର ଝାରସୁଗୁଡ଼ା ତେଲିଭଟା ଅଂଚଳର ବୋଲି ଆରପିଏଫ ସୂତ୍ରରୁ ଜଣାପଡ଼ିଛି।

Comments are closed.