ନୂଆଦିଲ୍ଲୀ: ଏଲିୟନଙ୍କୁ ନେଇ ଭିନ୍ନ ଭିନ୍ନ ଖବରମାନ ପ୍ରକାଶ ପାଉଛି । ଏହି ଶ୍ରେଣୀରେ ସାମିଲ ହୋଇଛି ଏକ ରହସ୍ୟମୟ ଘଟଣା । ଆଟାଲାଂଟା ସମୁଦ୍ର ତଳେ ରହସ୍ୟମୟ ଛିଦ୍ର ବୈଜ୍ଞାନିକମାନେ ଖୋଜି ପାଇଛନ୍ତି । ୨.୭ କିମି ସମୂଦ୍ର ତଳେ କି ଭଳି ଏହି ଛିଦ୍ର ସୃଷ୍ଟି ହେଲା ତାହା ବର୍ତମାନ ସମସ୍ତଙ୍କୁ ଚକିତ କରିଛି । ଆମେରିକାର ନ୍ୟାଶନାଲ ଓସେନିକ ଆଣ୍ଡ ଏଟମେସ୍ଫେରିକ ଆଡମିନିଷ୍ଟ୍ରେଶସନ ତାର ଫେସବୁକ ଆକାଂଉଟରେ ଏହାର ଫଟୋ ଶେୟାର କରିଛି । ପ୍ରାରମ୍ଭିକ ଗବେଷଣାରେ ଏହାକୁ କୌଣସି ପଦାର୍ଥ ମାଧ୍ୟମରେ ଖେଳା ଯାଇଥିବା ଜଣାପଡିଛି । ରିମୋଟ ଭେହିକିଲ ମାଧ୍ୟମରେ ଗବେଷଣା ଜାରୀ ରହିଛି । ଆଟାଲାଂଟାର ୧୦ ହଜାର ମାଇଲ ଏବେ ବି ଅନେକ ରହସ୍ୟ ତା ମଧ୍ୟରେ ସାଂଉଟି ରଖିଛି । ପାଖରେ ପାହଡ, ଜଙ୍ଗଲ ଘେରା ଏହି ଅଂଚଳ ବୈଜ୍ଞାନିକ ଏବଂ ଗବେଷକଙ୍କ ପାଇଁ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ବୈଜ୍ଞାନିକ ଏହି ଛିଦ୍ର ସମ୍ପର୍କରେ ସାଧାରଣ ଜନତାଙ୍କ ରାୟ ମଧ୍ୟ ମାଗିଛନ୍ତି ।
BREAKING NEWS
- ୩୩ ଜଣ ମାଓବାଦୀ ଆତ୍ମସମର୍ପଣ, ମାଓ ଡମ୍ପରୁ ୭କିଲୋ ସୁନା ସହ ୧୪ କୋଟିରୁ ଊର୍ଦ୍ଧ୍ବ…
- କାର୍ଯ୍ୟରେ ଅବହେଳା ଯୋଗୁଁ ସୁବର୍ଣ୍ଣପୁର ଡିଆରସିଏସ ନିଲମ୍ବିତ, ସୋନପୁର ଏଆସିଏସଙ୍କୁ ଅତିରିକ୍ତ ଦାୟିତ୍ୱ
- ଆଇଏଏସ ସ୍ତରରେ ଅଦଳବଦଳ, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ବ…
- ଅବସର କେବେ ନେବେ କହିଲେ ସାମୀ
- ଆନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କଲେ ମିଷ୍ଟର ବ୍ୟାକହ୍ୟାଣ୍ଡ
- ୫ ଲକ୍ଷ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପୋଲିସ ହାଉସିଂ ଡେପୁଟି ମ୍ୟାନେଜର
- ଭୁବନେଶ୍ୱର ନିୟୁ ସିଟି ମାଷ୍ଟରପ୍ଲାନ୍ ପାଇଁ ଚୁକ୍ତି ସ୍ୱାକ୍ଷରିତ
- ଏପ୍ରିଲ ୧ରୁ ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ, ପ୍ରତି ସୋମବାର ବନ୍ଦ ରହିବ ଉଭୟ ଉଦ୍ୟାନ
- ସରେଣ୍ଡର କଲେ ଦୁଇ ହାର୍ଡକୋର ମାଓବାଦୀ
- ଜୁନ ୨୬ରେ ଟିମ ଇଣ୍ଡିଆ ପକ୍ଷରୁ ପଦାର୍ପଣ ମ୍ୟାଚ ଖେଳି ପାରନ୍ତି ବୈଭବ
Comments are closed.