ନୂଆଦିଲ୍ଲୀ: ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଆଜି ବଡ ବିଜୟ ହୋଇଛି । ଦିଲ୍ଲୀ ହାଇକୋର୍ଟ ଗୋଆ ବାର ବିବାଦ ପ୍ରସଙ୍ଗରେ ଶୁଣାଣୀ କରି କହିଛନ୍ତି ସ୍ମୃତି କିମ୍ବା ତାଙ୍କ ଝିଅଙ୍କ ନାଁରେ ଏହି ବାରର ଲାଇସେନ୍ସ ନାହିଁ । ଏପରିକି ଏହି ଜମିର ମାଲିକାନାରେ ମଧ୍ୟ ସେମାନଙ୍କ ନାଁ ନାହିଁ । କଂଗ୍ରେସ ନେତା ସ୍ମୃତିଙ୍କ ଝିଅ ବେଆଇନ ବାର ଚଳାଉଥିବା ଦାବୀ କରିଥିଲେ । କିନ୍ତୁ ବିଜେପି ନେତ୍ରୀ ପ୍ରଥମରୁ ଏହାକୁ ତୀବ୍ର ବିରୋଧ କରି ଆସୁଥିଲେ, ଏପରି କି କିଛି ନେତାଙ୍କ ବିରୋଧରେ ମାନହାନୀ କେସ ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ, କଂଗ୍ରେସ ନେତା ପବନ ଖେଡା ଅଭିଯୋଗ କରିଥିଲେ ଜଣେ ମୃତ ବ୍ୟକ୍ତିଙ୍କ ନାଁରେ ଲାଇସେନ୍ସ ରଖି ସ୍ମୃତି ଏବଂ ତାଙ୍କ ଝିଅ ଏହି ବାର ଚଳାଉଥିଲେ । କୋର୍ଟଙ୍କ ନିଷ୍ପତି ପରେ ବିଜେପି ନେତ୍ରୀ ପରବର୍ତୀ ପଦକ୍ଷେପ କଣ ନେବେ ସେ ନେଇ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।
BREAKING NEWS
- ସହର ପରିକଳ୍ପନା ଯୋଜନାର ଅଗ୍ରଗତି ସମୀକ୍ଷା କଲେ ବିଡିଏ ଉପାଧ୍ୟକ୍ଷ
- ନାରୀ ନ୍ୟାୟ ପାଇଁ ଗୃହ କମିଟି ଗଠନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ପ୍ରତିନିଧି ଦଳ
- ଆସିଲା ଖୁସି ଖବର; ଜଗତସିଂହପୁରରେ ହେବ ମେଡିକାଲ କଲେଜ
- ଓଏଏସ୍ ସ୍ତରରେ ଅଦଳବଦଳ
- ଶ୍ରୀମନ୍ଦିର ଆଇନରେ ହେବ ପରିବର୍ତ୍ତନ ଓ ଖୋଲିବ ନୂଆ ୟୁଟୁବ୍ ଚ୍ୟାନେଲ
- ୨୦୧୯-୨୪ ବର୍ଷ ମଧ୍ୟରେ ଓଡ଼ିଶା ଆସିଛନ୍ତି ୨ଲକ୍ଷରୁ ଅଧିକ ବିଦେଶୀ ପର୍ଯ୍ୟଟକ
- ମହାକାଶରେ ଭାରତ କରିବ କମାଲ , ବର୍ତ୍ତମାନ କେଉଁ ଦେଶର ରହିଛି ନିଜସ୍ୱ ସ୍ପେସ୍ ଷ୍ଟେସନ ?
- ବାପାଙ୍କୁ ଡାଇବେଟିସ ହୋଇଥିଲେ ପିଲାଙ୍କୁ ବି ହେବ ଏହି ସମସ୍ୟା? ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
- ମାର୍ଚ୍ଚ ୩୧ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଅଭିଯୋଗ
- ରାଜ୍ୟରେ ଶିଶୁ କୁପୋଷଣକୁ ବଡ ତଥ୍ୟ ରଖିଲେ ଉପମୁଖ୍ୟମନ୍ତ୍ରୀ
Comments are closed.