ମୁମ୍ବାଇ: କାର୍ତିକ ଆର୍ଯ୍ୟନ ଓ କିୟାରା ଆଡଭାନୀଙ୍କ ଆଗାମୀ ଫିଲ୍ମ ସତ୍ୟନାରାୟଣ କି କଥା ଫିଲ୍ମର ଟାଇଟଲ ବଦଳିଛି । କିୟାରାଙ୍କ ଜନ୍ମ ଦିନରେ କାର୍ତିକ ଏ ସମ୍ପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏବେ ଏହାର ନାମ ସତ୍ୟପ୍ରେମ କି କଥା ରଖାଯାଇଛି । ସତ୍ୟନାରାୟଣ କି କଥା ଟାଇଟଲକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ମେକର୍ସ କାହାର ଭାବନାକୁ ଆଘାତ ନ ଦେବା ପାଇଁ ଏହାର ଟାଇଟଲ ବଦଳାଇଛନ୍ତି । କାର୍ତିକ ଏହି ଫିଲ୍ମର ଫାଷ୍ଟ ଲୁକ ମଧ୍ୟ ପ୍ରଶଂସକଙ୍କ ପାଇଁ ଶେୟାର କରିଛନ୍ତି । ସମୀର ବିଧ୍ୱଂସ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ସାଜିଦ ନାଡିୟାଡୱାଲା ଏହାକୁ ପ୍ରଡ୍ୟୁସ କରିଛନ୍ତି । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ କାର୍ତିକଙ୍କ ଭୁଲ ଭୁଲୈୟା ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛନ୍ତି ।
BREAKING NEWS
- ବିଜେଡି, କଂଗ୍ରେସ ଛାଡିବା ପରେ ବିଜେପିରେ ସାମିଲ ହେଲେ ଜଜ୍ଞେଶ୍ୱର ବାବୁ
- ବିବାଦ ଘେରରେ ଆଇପିଏସ ଆଶିଷ ସିଂ, ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେପି
- ବିଜେପିରେ ଯୋଗ ଦେଲେ ସାଂସଦ ମନୋଜ ତିୱାରୀଙ୍କ ଝିଅ
- ରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ ମୋଦୀ, ଆରମ୍ଭ କଲେ ବିଶାଳ ରୋଡ ଶୋ
- ସହଜ ନୁହେଁ ସାନଖେମୁଣ୍ଡି
- ବିଏସପିରେ ଯୋଗ ଦେଲେ ଆପର ପୂର୍ବତନ ମନ୍ତ୍ରୀ ରାଜକୁମାର
- ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗରେ ମେହେବୁବା ମୁଫତିଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
- ବାୟୁସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ବିଜେପିର ନିର୍ବାଚନୀ ଷ୍ଟଣ୍ଟ: ଚନ୍ନି
- ଗୁଜୁରାଟରେ ୩୫ ଜଣ ମୁସଲମାନ ପ୍ରାର୍ଥୀ ଲଢିବେ ନିର୍ବାଚନ, କଂଗ୍ରେସ କେତେ ଜଣଙ୍କୁ ଦେଲା ଟିକେଟ୍ ?
- ୫ ବର୍ଷର କାର୍ଯ୍ୟକାଳ ଉପରେ ଲୋକେ କଲେ ପ୍ରଶ୍ନ, ବର୍ଷିଲେ ବିଜେପି ବିଧାୟିକା ପ୍ରାର୍ଥୀ କୁସୁମ ଟେଟେ?