ନୂଆଦିଲ୍ଲୀ: ନ୍ୟୁଡ ଫଟୋ ଶୁଟ ମାମଲାରେ ଫସିଥିବା ବଲିଉଡ ଅଭିନେତା ରଣବୀର ସିଂ ପୋଲିସ ନିକଟରେ ହାଜର ହେବା ପାଇଁ ୨ ସପ୍ତାହ ଅଧିକ ସମୟ ମାଗିଛନ୍ତି । ଜୁଲାଇରେ ଏକ ବିଦେଶୀ ପତ୍ରିକା ପାଇଁ ସେ ନ୍ୟୁଡ ଫଟୋ ଶୁଟ କରିଥିଲେ ଏ ନେଇ ତାଙ୍କ ବିରୋଧରେ ଅନେକ ସ୍ଥାନରେ ମାମଲା ରୁଜୁ ହୋଇଥିଲା । ଅଗଷ୍ଟ ୨୨ରେ ହାଜର ହେବାକୁ ତାଙ୍କୁ ନୋଟିସ ଜାରୀ କରା ଯାଇଥିଲା । ଆଜି ପୋଲିସ ତାଙ୍କ ଘରେ ନୋଟିସ ଦେବାକୁ ଯାଇଥିବା ବେଳେ ରଣବୀର ଘରେ ନ ଥିଲେ । ରଣବୀରଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସମର୍ଥନ ମିଳିଥିଲେ ମଧ୍ୟ ସଭ୍ୟ ସମାଜରେ ଏହା ଗ୍ରହଣୀୟ ନୁହେଁ ବୋଲି ଅନେକ ବ୍ୟକ୍ତି ମତ ରଖିଥିଲେ । ଏହି ଫଟୋଶୁଟ ପରୋକ୍ଷରେ ମହିଳାମାନଙ୍କ ସ୍ୱାଭିମାନକୁ ଅପମାନିତ କରିଛି ବୋଲି ବିଭିନ୍ନ ସଂଗଠନ ଯୁକ୍ତି ବାଢ଼ିଛନ୍ତି ।
BREAKING NEWS
- ରାଉରକେଲାରେ ପ୍ରଚାର ବେଳେ ନବୀନଙ୍କ ଘୋଷଣା; କହିଲେ, ଜୁଲାଇରୁ ବିଜୁଳି ବିଲ୍ ଆସିବନି
- ଜୁନ୍ ୪ରେ ଯାଉଛନ୍ତି ନବୀନ, ଆସୁଛି ବିଜେପି ସରକାର
- ମେ’ ୩୦ ଯାଏଁ ସିସୋଦିଆଙ୍କ ନ୍ୟାୟିକ ହେପାଜତ ବୃଦ୍ଧି
- ରାଜଧାନୀ ରାସ୍ତାରେ ପାଓ୍ବର ଦେଖାଇବେ ଜେ. ପି ନଡ୍ଡା
- ୧୭ରେ ଓଡ଼ିଶା ଆସୁଛନ୍ତି ଅଭିନେତ୍ରୀ ହେମା ମାଳିନୀ
- ଲତିକାଙ୍କ ରାଲିରେ ମହିଳାଙ୍କୁ ମାଡ ଅଭିଯୋଗ
- ହାରିବା ଭୟରେ ରକ୍ତମୁଖା ବିଜେଡି; ପିତାମ୍ବର ଆଚାର୍ଯ୍ୟ
- ‘ମୁଁ ଚ୍ୟାଲେଞ୍ଜ କରୁଛି, ୪୦୦ କ’ଣ ୨୦୦ ମଧ୍ୟ ପାର କରିପାରିବ ନାହିଁ ବିଜେପି’
- ନ୍ୟୁଜ୍ କ୍ଲିକ୍ ପ୍ରତିଷ୍ଠାତା ପ୍ରବୀର ପୁରକାୟାସ୍ତାଙ୍କ ଗିରଫଦାରୀକୁ ଅବୈଧ ଘୋଷଣା କଲେ ସୁପ୍ରିମ୍କୋର୍ଟ
- ‘କ୍ଷମତାକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ