Latest Odisha News

BREAKING NEWS

Browsing Category

World

Nepal Flood: ନେପାଳରେ ପ୍ରକୃତିର କରାଳ ରୂପ, ଭୟଙ୍କର ବନ୍ୟାରେ ଧୋଇଗଲା ପୂରା ଗାଁ, ୧୦୫ ଭାରତୀୟ ନିଖୋଜ…

କାଠମାଣ୍ଡୁ: ପଡୋଶୀ ନେପାଳରେ ଜଳ ବିଭୀଷିକା । ନେପାଳରେ ପ୍ରକୃତି ଦେଖାଇଛି ତା'ର କରାଳ ରୂପ। ବୁଧବାର ସକାଳେ ତିବ୍ବତ ସୀମା ନିକଟସ୍ଥ ନେପାଳର ରସୁୱା ଜିଲ୍ଲାରେ ଭୟଙ୍କର ଆକସ୍ମିକ ବନ୍ୟା ଆସିବାରୁ ଅନେକ ଗାଁ ଓ ବିଭିନ୍ନ ପ୍ରକଳ୍ପ ସ୍ଥଳୀ ଧୋଇଯାଇଛି। ଏହି ବିପର୍ଯ୍ୟୟରେ ଏପର୍ଯ୍ୟନ୍ତ ୮ଟି…

Strait of Hormuz: ବଢିଲା ଇରାନ ସହ ଟଣାଓଟରା, ମ୍ୟାପ୍ ଜାରି କରି ହର୍ମୁଜ୍‌କୁ ‘ଆମେରିକାର ନୂଆ ଅଞ୍ଚଳ’ କହିଲେ…

ନୂଆଦିଲ୍ଲୀ: ଇରାନ ଓ ଆମେରିକା ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ହର୍ମୁଜ୍‌ ପ୍ରଣାଳୀକୁ ନେଇ ବଡ଼ ଦାବି କରିଛନ୍ତି। ଟ୍ରମ୍ପ ତାଙ୍କ ଟ୍ରୁଥ୍‌ ସୋସିଆଲ୍‌ ଆକାଉଣ୍ଟରେ ହର୍ମୁଜ୍‌ ପ୍ରଣାଳୀର ଏକ ଚିତ୍ର ସେୟାର କରି ଏହାକୁ ‘New U.S. Territory’…

Shower Fine: ମାତ୍ର ୫ ମିନିଟ୍‌ ଗାଧୁଆ…ଗଣିବାକୁ ପଡିଲା ୧.୩ ଲକ୍ଷ ଟଙ୍କା! ଅଷ୍ଟ୍ରେଲିଆରେ ହଟହଟା ଭାରତୀୟ…

ନୂଆଦିଲ୍ଲୀ: ଗାଧୋଇବା ପଡିଲା ମହଙ୍ଗା! ଗଣିବାକୁ ପଡିଲା ମୋଟା ଅଙ୍କର ଟଙ୍କା! ଇନଷ୍ଟାଗ୍ରାମରେ ବଖାଣିଲେ ଦୁଃଖ! ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଭାରତୀୟ ଯୁବତୀଙ୍କ ପାଇଁ ମାତ୍ର ୫ ମିନିଟ୍‌ର ଗାଧୁଆ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗରମ ପାଣିରେ ଗାଧୋଇବା ସମୟରେ ସୃଷ୍ଟି ହୋଇଥିବା ବାଷ୍ପ…

US Fentanyl Crisis: ଆମେରିକା ନିଦ ହଜାଇଲାଣି ଭାରତର ଏହି ସହର…!

ନୂଆଦିଲ୍ଲୀ: ଆମେରିକାର ଚିନ୍ତା ବଢାଇଛି ଭାରତର ଏହି ସହର… ଯୋଗାଉଛି ଗରଳ! ଭାରତ ପାଇଁ ବି ବଡ ବିପଦ! ପେନ୍‌ସିଲ୍‌ ମୁନ ଭଳି, ଏହାର ଡୋଜ୍ ବି ଆପଣଙ୍କ ଜୀବନ ନେଇପାରେ । ଏହି ଭୟଙ୍କର ନିଶାଦ୍ରବ୍ୟର ନାଁ ହେଉଛି ଫେଣ୍ଟାନିଲ୍। ଆମେରିକାରେ ଫେଣ୍ଟାନିଲ୍‌କୁ ନେଇ ବଢୁଥିବା ନିଶା…

Identical Quadruplets: ୨ କି ୩ ନୁହେଁ… ଏକାସାଙ୍ଗରେ ଜନ୍ମକଲେ ୪ ଝିଅ! ଅବିକଳ ଦେଖିବାକୁ ପୂରା ଏକା…

ନୂଆଦିଲ୍ଲୀ: ଚିକିତ୍ସା ବିଜ୍ଞାନ, ଡାକ୍ତର…ସମସ୍ତେ ଚକିତ! ଏକାସାଙ୍ଗରେ ଜନ୍ମ ନେଲେ ଅବିକଳ ୪ ଝିଅ! ବିଜ୍ଞାନ ଯାହାକୁ 'ଅତ୍ୟନ୍ତ ଦୁର୍ଲଭ' କହୁଛି, ତାହା ଅଷ୍ଟ୍ରେଲିଆରେ ସତରେ ଘଟିଛି। ଅଷ୍ଟ୍ରେଲିଆର ୩୪ ବର୍ଷୀୟା ଜେନିଟର ସାଉ ନାଆମୋଆନା ଏକାଥରେ ଚାରିଜଣ ଅବିକଳ ଦେଖାଯାଉଥିବା କନ୍ୟା…

France Secures Hormuz: ହର୍ମୁଜ୍‌ ପ୍ରଣାଳୀରେ ଫ୍ରାନ୍ସର ବଡ଼ ପଦକ୍ଷେପ, ଜାହାଜ ସୁରକ୍ଷା ପାଇଁ ମୁତୟନ କଲା ମାଇନ୍‌…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ସୁରକ୍ଷାକୁ ଦୃଷ୍ଟିରେ ରଖି ଫ୍ରାନ୍ସ ହର୍ମୁଜ୍‌ ପ୍ରଣାଳୀ (Strait of Hormuz)ରେ ନିଜର ମାଇନ୍‌ ହଟାଇବା ସାମରିକ ସମ୍ପଦ(Mine Countermeasures Assets) ମୁତୟନ କରିଛି। ଫ୍ରାନ୍ସର ରାଷ୍ଟ୍ରପତି…

China’s Teesta Move: ତିସ୍ତା ନଦୀରେ ଚୀନର ଏଣ୍ଟ୍ରି! ବାଂଲାଦେଶ ପ୍ରକଳ୍ପକୁ ନେଇ କାହିଁକି ବଢ଼ିଲା ଭାରତର…

ନୂଆଦିଲ୍ଲୀ: ବାଂଲାଦେଶର ତୀସ୍ତା ନଦୀ ଉପରେ ପ୍ରସ୍ତାବିତ ବିକାଶ ପ୍ରକଳ୍ପ ପୁଣିଥରେ ଭାରତ, ବାଂଲାଦେଶ ଏବଂ ଚୀନ୍ ମଧ୍ୟରେ ରଣନୈତିକ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଚୀନ୍ ସ୍ପଷ୍ଟ କରିଛି ଯେ ତୀସ୍ତା ପ୍ରକଳ୍ପରେ ଏହାର ଅଂଶଗ୍ରହଣ କେବଳ ବାଂଲାଦେଶର ଲୋକଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା…

India supplied petrol to Russia: ରୁଷିଆକୁ ବଞ୍ଚେଇଲା ଭାରତ! ଦୁନିଆକୁ ତେଲ ବିକୁ ଥିବା ଦେଶ ଏବେ ଭାରତ…

ନୂଆଦିଲ୍ଲୀ: ଦୁନିଆକୁ ତେଲ ବାଣ୍ଟୁଥିବା ଦେଶରେ ସଙ୍କଟ! ସଙ୍ଗେ ସଙ୍ଗେ ସାହାଯ୍ୟ ପଠାଇଲା ବନ୍ଧୁ ଭାରତ ଦୁନିଆର ବଡ଼ ବଡ଼ ଦେଶକୁ ତୈଳ ରପ୍ତାନି କରୁଥିବା ରୁଷ ଆଜି ନିଜ ଦେଶରେ ପେଟ୍ରୋଲ ସଙ୍କଟର ସାମ୍ନା କରୁଛି। ୟୁକ୍ରେନର ଲଗାତାର ଆକ୍ରମଣରେ ରୁଷରେ ଇନ୍ଧନ ଅଭାବ ଦେଖାଦେଇଛି। ଏଭଳି…

PM in Seychelles: ତିନି ଦିନିଆ ଗସ୍ତରେ ସେଚେଲ୍ସରେ ପ୍ରଧାନମନ୍ତ୍ରୀ, ମିଳିଲା ଭବ୍ୟ ସ୍ବାଗତ, ଦେଖିବାକୁ ମିଳିଲା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ତିନି ଦିନିଆ ସରକାରୀ ଗସ୍ତରେ ସେଚେଲ୍ସରେ ପହଞ୍ଚିଥିଲେ। ଏହି ଗସ୍ତ ସମୟରେ, ସେ ରାଷ୍ଟ୍ରପତି ପାଟ୍ରିକ୍ ହର୍ମିନିଙ୍କ ସହିତ ଆଲୋଚନା କରିବା ସଂ ଦ୍ୱୀପ ରାଷ୍ଟ୍ରର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଧ୍ୟ ଯୋଗଦେବେ।…

India-US trade deal: ଆମେରିକାକୁ ଭାରତର ନା! ମନ୍ତ୍ରୀ କହିଦେଲେ, ‘ସେପର୍ଯ୍ୟନ୍ତ ସାଇନ୍ ହେବନି…

ନୂଆଦିଲ୍ଲୀ: ‘ନୋ ମିନ୍ସ ନୋ’, ଆଭିମୁଖ୍ୟରେ ଭାରତ ଗୋଟିଏ ସର୍ତ୍ତରେ ଅଟକିଛି, ଭାରତ-ଆମେରିକା ଟ୍ରେଡ୍ ଡିଲ୍! ବହୁ ପ୍ରତୀକ୍ଷିତ ତଥା ବହୁଚର୍ଚ୍ଚିତ ଭାରତ-ଆମେରିକା ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତି ପ୍ରାୟ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିଲା। ବାରମ୍ବାର ଆମେରିକା ପକ୍ଷରୁ…