ଗୌହାଟୀ: ଝିଅର ଭୁଲ ପାଇଁ ଶେଷରେ ମିଜୋରମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ସୋସିଆଲ ମିଡିଆରେ ଏବଂ ସର୍ବ ସାଧାରଣରେ କ୍ଷମା ମାଗିଛନ୍ତି । ଆଇଜଲର ଏକ କ୍ଲିନିକରେ ବିନା ଆପଏଂଟମେଂଟରେ ଜଣେ ଡାକ୍ତର ଚିକିତ୍ସା କରିବା ପାଇଁ ମନା କରିବାରୁ ଜୋରାମଥାଙ୍ଗାଙ୍କ ଝିଅ ମିଲାରୀ ଚାଙ୍ଗଟ୍ଟେ ତାଙ୍କ ଉପରକୁ ହାତ ଉଠାଇଥିଲେ । ଏହି ଭିଡିଓ ସୋସିଆଲ ସାଇଟରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଭିଡିଓରେ ଅନ୍ୟମାନେ ତାଙ୍କୁ ଛଡାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଇଣ୍ଡିଆନ ମେଡିକାଲ ଆସୋସିଏଶନର ମିଜୋରମ ୟୁନିଟ ଏହି ଘଟଣାକୁ କଡା ନିନ୍ଦା କରିବା ସହ କଳା ବ୍ୟାଜ ପିନ୍ଧିଥିଲେ । ବିଭିନ୍ନ ମହଲରୁ ଚାପ ପଡିବା ପରେ ଜୋରାମଥାଙ୍ଗା ତାଙ୍କ ଇନଷ୍ଟାଗ୍ରାମ ଆଂକାଉଟ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । ଏପରିକି ଏହି ଘଟଣାକୁ ସେ କୌଣସି ମୋତେ ଘୋଡେଇବାକୁ ଚେଷ୍ଟା କରୁ ନାହାନ୍ତି ବୋଲି କହିଥିଲେ । ମୋ ଝିଅ ଭୁଲ କରିଛି ଏବଂ ମୁଁ ଆପଣମାନଙ୍କୁ କ୍ଷମା ମାଗିଛୁ ବୋଲି ହାତଲେଖା ନୋଟରେ ଉଲ୍ଲେଖ କରିଛନ୍ତି ।
BREAKING NEWS
- ଛାତ୍ର ସଂସଦ ନିର୍ବାଚନ କାଉଣ୍ଟଡାଉନ, ଆଜି ଦାଖଲ ହେବ ପ୍ରାର୍ଥିପତ୍ର
- ଆମେରିକାରେ ବଡ଼ କାର୍ଯ୍ୟାନୁଷ୍ଠାନ: ଇନ୍ଫୋସିସ୍, ଟିସିଏସ୍ ଓ ୱିପ୍ରୋ ସହ ୮ଟି ପ୍ରମୁଖ ଆଇଟି କମ୍ପାନୀର ଗ୍ରୀନ୍ କାର୍ଡ ପ୍ରକ୍ରିୟା ନିଲମ୍ବିତ
- Satellite Internet Rules: ଏଲନ୍ ମସ୍କଙ୍କୁ ଭାରତ ସରକାରଙ୍କ ସିଧାସଳଖ ଜବାବ, “ନିୟମ ସମସ୍ତଙ୍କ ପାଇଁ ସମାନ”
- ଜଳିଗଲା ଆମ୍ବୁଲାନ୍ସ;ରୋଗୀ ମୃତ,୨ ଗୁରୁତର
- ଅଲବିଦା ନାନା ପାଟେକର; ୩୫ ଟଙ୍କାରୁ କୋଟି କୋଟି ଟଙ୍କା ଆୟ, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକ…
- ABADHA scheme:ଅବଢ଼ା ଯୋଜନା:ଅତିରିକ୍ତ ୧୦୧ କୋଟି ଟଙ୍କା ବ୍ୟୟବରାଦ
- ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
- ୧୩୦ ଡେସିବେଲ୍ର ଚିତ୍କାର ! ଏହି ପକ୍ଷୀଙ୍କ ଆବାଜ୍ ଆଗରେ ଫିକା ପଡ଼ିଗଲେ ଅନ୍ୟ ସମସ୍ତ ଚଢ଼େଇ
- ଦେଶର ଯୁବପିଢ଼ିଙ୍କୁ କାହିଁକି Gen Z-Alpha ରେ ବିଭକ୍ତ କରାଯାଉଛି: ବିରୋଧୀଙ୍କୁ ନୀତିନ ନବୀନଙ୍କ ଟାର୍ଗେଟ
- ଭାରତ ଓ ଘାନା ମଧ୍ୟରେ ଦୁଇଟି ଚୁକ୍ତି ସ୍ୱାକ୍ଷରିତ;ଜୟଶଙ୍କର କହିଲେ-ଅନେକ ବିକାଶ ଯୋଜନା ସମାନ

Comments are closed.