Latest Odisha News

କେନ୍ଦ୍ରୀୟ ବଜେଟ୍: କ’ଣ ହେଲା ଶସ୍ତା ଓ କ’ଣ ମହଙ୍ଗା, ଜାଣନ୍ତୁ

ନୂଆଦିଲ୍ଲୀ : ଲୋକସଭାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିଛନ୍ତି । ଚଳିତ ୨୦୧୯-୨୦ ବର୍ଷର ବଜେଟ୍ ଉପସ୍ଥାପନା ପରେ ପେଟ୍ରୋଲ୍, ଡିଜେଲ ଓ ସୁନା ଭଳି ଏକାଧିକ ସାମଗ୍ରୀର ଦର ବୃଦ୍ଧି ପାଇଥିବାବେଳେ ଆଉ କିଛି ଜିନିଷ ଶସ୍ତା ହୋଇଛି ।

ଜାଣନ୍ତୁ, ଚଳିତ ବଜେଟରେ କେଉଁ ସାମଗ୍ରୀ ଶସ୍ତା ଓ ମହଙ୍ଗା ହେଲା:

ମହଙ୍ଗା-
ପେଟ୍ରୋଲ
ଡିଜେଲ
ସିଗାରେଟ୍
ସୁନା
ନ୍ୟୁଜପ୍ରିଣ୍ଟ ଓ ମାଗାଜିନ୍ ଲାଗି ବ୍ୟବହୃତ ହେଉଥିବା କାଗଜ
ପ୍ରିଣ୍ଟେଡ୍ ବୁକ୍ସ୍
ସିସିଟିଭି କ୍ୟାମେରା
ସିସିଟିଭି କ୍ୟାମେରା, ଆଇପି କ୍ୟାମେରା ଏବଂ ଡିଭିଡି ଚାର୍ଜର
ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦ
ସ୍ପିଲ୍ଟ ଏସି
ଲାଉଡ ସ୍ପିକର
ପିଭିସି
ପ୍ଲାଷ୍ଟିକ୍ ବସ୍ତୁ
ଶସ୍ତା-
ଉଲ୍ ଫାଇବର, ଉଲ୍ ଟପ୍ସ
ନାପଥା
ଇଲେକ୍ଟ୍ରୋନିକ ଉତ୍ପାଦ-
ସେଟ୍ ଟପ୍ ବକ୍ସ
ମୋବାଇଲ୍ ଫୋନ ଚାର୍ଜର
କପାକ୍ଟ କ୍ୟାମେରା ମଡ୍ୟୁଲ୍
ମୋବାଇଲ ଫୋନ୍ କ୍ୟାମେରା ମଡ୍ୟୁଲ୍

Comments are closed.