ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର ୧୨ ଜିଲ୍ଲା ରେ ବଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ହେବା ସୂଚନା । ସେହିଭଳି ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, ପୁରୀ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
BREAKING NEWS
- ଇରାନର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲ ଉପରାଷ୍ଟ୍ରପତି ମୁଖବେର, ଜୁନ୍ ୨୮ରେ ରାଷ୍ଟ୍ରପତି ନିର୍ବାଚନ
- ଟଳିଯିବ ବାତ୍ୟା ଆଶଙ୍କା, ଅବପାତ ହୋଇ ମିଆଁମାର ଯିବ !
- ଇରାନ ରାଷ୍ଟ୍ରପତିଙ୍କ ମୃତ୍ୟୁପରେ ଖୁସିରେ ସେଲିବ୍ରେସନ କଲେ ଇରାନବାସୀ
- ସରିଛି ପଞ୍ଚମ ପର୍ଯ୍ୟାୟ ମତଦାନ, ପଶ୍ଚିମବଙ୍ଗରେ ସର୍ବାଧିକ ଭୋଟିଂ
- ଆଜି ପୁଣି ଓଡ଼ିଶା ଆସୁଛନ୍ତି ଅମିତ ଶାହ: ସମ୍ବଲପୁର, ନୟାଗଡ଼ ଓ କେନ୍ଦୁଝରରେ କରିବେ ପ୍ରଚାର
- ସକାଳେ ଭୁଲ କଲେ, ରାତିରେ କ୍ଷମା ମାଗିଲେ, କହିଲେ ୩ ଦିନ ଯାଏଁ ରହିବି ଉପାସ
- ଶରୀର ପାଇଁ ରାମବାଣ ଲେମନ୍ ଟି’
- ଦ୍ୱିତୀୟ ପର୍ଯ୍ୟାୟ ମତଦାନବେଳେ ବିଜେପି ଘଟାଇଛି ବ୍ୟାପକ ହିଂସାକାଣ୍ଡ: ବିଜେଡି
- ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ଆକ୍ରମଣ ପଛରେ ଷଡ଼ଯନ୍ତ୍ର?
- ବିଜେପିରୁ ଖାରବେଳ ସ୍ୱାଇଁ ବହିଷ୍କୃତ, ସମୀର ଦାଶ ହେଲେ ରାଜ୍ୟ ବିଜେପି ମୁଖପାତ୍ର