ଖୋର୍ଦ୍ଧା: ଖୋର୍ଧା ବାଘମାରି ନିକଟରେ ବସ୍ ଓଲଟି ୧୨ ଆହତ ହୋଇଥିବା ଜଣାପଡିଛି । ବଲାଙ୍ଗିରରୁ ଭୁବନେଶ୍ୱର ଆସିବା ବାଟରେ ବସଟି ଓଲଟି ପଡିଥିଲା । ଆହତଙ୍କ ମଧ୍ୟରେ ୨ ଗୁରୁତର ଥିବାରୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଅନ୍ୟ ୧୦ ଆହତ ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି ହୋଇଛନ୍ତି । ବସ୍ରେ ୪୦ ଯାତ୍ରୀ ଥିଲେ । ଦୁର୍ଘଟଣା ପରେ ପୋଲିସ ପହଁଚି ଆହତଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରିଛି ।
BREAKING NEWS
- ବାଲୁକା କଳାରେ ପୁଟିନଙ୍କୁ ସ୍ବାଗତ ଜଣାଇଲେ ମାନସ ସାହୁ
- ଆମେ ବି କାମ କରୁଛୁ ଏକା ତୁମେ ନୁହଁ: ମୋଦି ସରକାର ଉପରେ ବର୍ଷିଲେ ରାହୁଲ…
- ଛାତ୍ରଙ୍କୁ କିଏ ବାନ୍ଧିଲା ଶିକୁଳିରେ; ଜାଣନ୍ତୁ କଣ କହୁଛନ୍ତି ପରିବାର…
- ଆଜିଠୁ ପୁଣି ବଢ଼ିବ ଶୀତ ପ୍ରକୋପ, ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ରାତି ତାପମାତ୍ରା
- Russian Deputy Prime Minister:ରାଷ୍ଟ୍ରପତିଙ୍କ ପୂର୍ବରୁ ଭାରତରେ ପହଞ୍ଚିଲେ ରୁଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ
- ବରଗଡ଼ ଧନୁଯାତ୍ରା ନିମନ୍ତେ କୋଟିଏ ଟଙ୍କାର ଆର୍ଥିକ ଅନୁଦାନ ରାଶି ପ୍ରଦାନ ନିମନ୍ତେ ନିଷ୍ପତ୍ତି
- ଉନ୍ମତ୍ତ କାଣ୍ଡ: ନିଶା ଖାଇ ମାଆକୁ ପେଟ୍ରେଲ ଢ଼ାଳି ଜାଳିଦେଲା ପୁଅ
- Kantabanjhi Mla Laxman Bag: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ହତ୍ୟା ଧମକ; ଥାନାରେ ଏତଲା
- ଆସିଲା ନୂଆ ପଦ୍ଧତି, ବିନା ଡ଼କ୍ୟୁମେଣ୍ଟରେ କରିପାରିବେ ଆଧାର କାର୍ଡ଼ ଅପଡ଼େଟ
- ଅଧିନାୟକ ପଦରୁ ଓହରିବା ପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛନ୍ତି କୋହଲି
Comments are closed.