ଯାଜପୁର: ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଚମ୍ପାପୁରଠାରେ ଥିବା ଏକ ଦୋକାନ ଉପରକୁ ବୋମାମାଡ଼ ହୋଇଛି । ଫଳରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇ ରେ ଆସି ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ । ଖବରପାଇ ବରୀ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଚଳାଇଛି । କେଉଁ କାରଣରୁ ବୋମାମାଡ଼ ହୋଇଛି ତାହ ସ୍ପଷ୍ଟ ହୋଇନାହିଁ । ସିସିଟିଭିରେ କଏଦ ହୋଇଥିବା ବୋମାମାଡ ଭିଡିଓକୁ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି ।
BREAKING NEWS
- RBIର ଡେପୁଟି ଗଭର୍ଣ୍ଣରଙ୍କ କାର୍ଯ୍ୟକାଳ ୨ ବର୍ଷ ବୃଦ୍ଧି
- Rice Milling: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର
- ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ; ୪୪ କେଜି ଗଞ୍ଜେଇ ଜବତ
- କଟକରେ ଏଫଏମ୍ ମେଡିକାଲ ଛାତ୍ରୀଙ୍କ ମୃତ୍ୟୁ ଘଟଣା;ହତ୍ୟା ଅଭିଯୋଗ ଆଣିଲେ ପରିବାର
- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସିଡ଼ି ବାଡ଼ରେ ବେକରେ ଗାମୁଛା ଲଗାଇ ଝୁଲିପଡିଲେ ଯୁବକ
- ସାଂସଦ କଙ୍ଗନା ରାଣାଓ୍ବତଙ୍କ ସହ ଚଳଚ୍ଚିତ୍ର ‘ଭାରତ ଭାଗ୍ୟ ବିଧାତା’ର ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିଲେ ମୁଖ୍ୟମନ୍ତ୍ରୀ
- Lightning strikes:କାଳ ହେଲା ବଜ୍ରପାତ… ଚାଲିଗଲା ତିନି ଜଣଙ୍କ ଜୀବନ
- ଓଡ଼ିଶାକୁ ଅତିରିକ୍ତ ୬ ସ୍ନାତକୋତ୍ତର ଡାକ୍ତରୀ ସିଟ୍ ପାଇଁ ମିଳିଲା ସ୍ୱୀକୃତି
- ଯାତ୍ରୀଙ୍କୁ ବଡ଼ ଝଟକା, ୬ଟି ଅର୍ନ୍ତରାଷ୍ଟ୍ରୀୟ ରୁଟରେ ନିଜର ଉଡ଼ାଣ ବନ୍ଦ କରିବାକୁ ନିଷ୍ପତ୍ତି ନେଲା ଇଣ୍ଡିଗୋ
- ନିଳାଦ୍ରୀ ବିଜେ ପରେ ଆରମ୍ଭ ହେବ ରତ୍ନଭଣ୍ଡାର ଗଣତି ମଣତି;ଅଦିନିଆ ରଥଯାତ୍ରା ନେଇ ପିଏମ୍ଙ୍କୁ ଭେଟିବ ସ୍ବତନ୍ତ୍ର ଟିମ୍
Comments are closed.