Latest Odisha News

BREAKING NEWS

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡ଼ିତା

ବାରିପଦା: ବାରିପଦା ଥାନା ଅର୍ନ୍ତଗତ ଗୁଞ୍ଜସାହି ଅଞ୍ଚଳରେ ଜଣେ ବଳାତ୍କାରୀଙ୍କୁୁ ପିଟି ିପିଟି ହତ୍ୟା କରିଛନ୍ତି ପୀଡ଼ିତା । ମୃତକ ଜଣକ ହେଲେ ମଙ୍ଗଲ ମୁର୍ମୁ । ସେ ଗତ ୧୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ । ଏହାପରେ ପୀଡ଼ିତା ମଙ୍ଗଲକୁ ପିଟିପିଟି ହତ୍ୟା କରିଥିବା ଜଣାଯାଇଛି । ଘଟଣାର ୭ ଦିନ ପରେ ରବିବାର ସକାଳେ ନିକଟସ୍ଥ ଜଙ୍ଗଲରୁ ମଙ୍ଗଲଙ୍କ ମୃତ ଦେହକୁ ପୋଲିସ ଉଦ୍ଧାର କରି ତଦନ୍ତ ଚଳାଇଛି ।

Leave A Reply

Your email address will not be published.