ଭାଲେଣ୍ଟାଇନ୍ସ ଡ଼େ ପୂର୍ବରୁ ସାରା ବିଶ୍ୱରେ ପ୍ରେମୀଯୁଗଳ ଉତ୍ସାହର ସହିତ ଭାଲେଣ୍ଟାଇନ୍ ୱିକ୍ ପାଳନ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ଦୋକାନ ଓ ରେସ୍ତୋରାଁରେ ଏକାଧିକ ପ୍ରକାର ଅଫର ଦିଆଯାଉଛି । ଛୋଟବଡ଼ ଦୋକାନ କଥା ଛାଡ଼ନ୍ତୁ, ରାସ୍ତାକଡ଼ରେ ଗୁପ୍ଚୁପ୍ ବିକ୍ରି କରୁଥିବା ଜଣେ ଯୁବତୀ ମଧ୍ୟ ଭାଲେଣ୍ଟାଇନ ଅଫର ରଖି ଚର୍ଚ୍ଚାକୁ ଆସିଛନ୍ତି । ଗୋଟେ ପ୍ଲେଟ ଗୁପ୍ଚୁପ୍ ସାଙ୍ଗକୁ ଆଉ ଗୋଟେ ପ୍ଲେଟ ମାଗଣା । ତେବେ ଏହି ଅଫର ପ୍ରେମୀ ଯୁଗଳଙ୍କ ପାଇଁ ନୁହେଁ । କେବଳ ସିଙ୍ଗଲଙ୍କ ପାଇଁ ସେ ଏହି ଅଫର ଲାଗୁ କରିଛନ୍ତି । ସୋସିଆଲ ମିଡ଼ିଆରେ ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ ସିଙ୍ଗଲମାନେ ବେଶ୍ ଉତ୍ସାହିତ ।
BREAKING NEWS
- ରେଳ ସଂଯୋଗ ଓ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ୨୮୭୧ କୋଟି ମୂଲ୍ୟର ରେଳ ପ୍ରକଳ୍ପ
- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ପଞ୍ଜୀକରଣ ପାଇଁ ଟଙ୍କା ନେଇ ଫସିଲେ ସାଇବର କାଫେ ମାଲିକ
- ଏମିତି ମଲ୍ ଯେଉଁଠି ହଜାର ଟଙ୍କାର ବିଲ୍ ଦେଖେଇଲେ ବାଥରୁମରେ ମିଳେ ଏଣ୍ଟ୍ରୀ!
- ଭିତରକନିକାରେ ବଢୁଛି ପକ୍ଷୀଙ୍କ ସଂଖ୍ଯା
- ଘର ଭାଙ୍ଗି ହାତୀ ଖାଇଗଲେ ୧୦ ହଜାର ଟଙ୍କା
- ପାକିସ୍ତାନକୁ କ୍ୟାନ୍ସର ସହ କାହିଁକି ତୁଳନା କଲେ ଯୋଗୀ?
- କ’ଣ ଏହି ହେଲିକପ୍ଟର ପ୍ୟାରେଣ୍ଟିଂ, ଏହା ଦ୍ବାରା ପିଲା ଉପରେ କି ପ୍ରଭାବ ପଡେ?
- ‘କୌଣସି ଫୋନ୍ କଲ୍ ତଥା ଫେକ୍ ଲିଙ୍କ୍କୁ ବିଶ୍ୱାସ ନକରିବାକୁ ପରାମର୍ଶ’
- ଗାଈ ଚରାଳୀଙ୍କୁ ଟାଣି ନେଲା କୁମ୍ଭୀର
- ପୋଲିଓ ଟୀକାକରଣକୁ ରୋକିଲା ତାଲିବାନ
Comments are closed.