ଭୁବନେଶ୍ୱର: ପୁଣି ଅଶାନ୍ତ ବାଣୀବିହାର ପରିସର। ଉତ୍କଳ ବିଶ୍ୱବିଦ୍ୟାଳୟ ଧୀରେ ଧୀରେ ପାଲଟୁଛି ଜେଏନୟୁ। ବାଣୀବିହାର କ୍ୟାମ୍ପସରେ ଜେଏନୟୁ ପ୍ରଫେସରଙ୍କୁ ମାଡ଼ । ଉତ୍କଳ ବିଶ୍ବବିଦ୍ୟାଳୟର ଆଲୋଚନା ଚକ୍ରରେ ଜେଏନୟୁ ପ୍ରଫେସରକୁ ମାଡ଼ ମାରିଛନ୍ତି ଗୋଟିଏ ଗୋଷ୍ଠୀର ଛାତ୍ର । ଆକ୍ରମଣରେ ଆହତ ହୋଇଛନ୍ତି ପ୍ରଫେସର ସୁରଜିତ ମଜମୁଦାର । ଉତ୍କଳ ବିଶ୍ବାବିଦ୍ୟାଳୟର ପିଜି କାଉନସିଲ ଅଡ଼ିଟୋରିୟମରେ “ସମ୍ବିଧାନ ଏବଂ ଶିକ୍ଷା” ଶୀର୍ଷକରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।
ସେଠାରେ ଯୋଗ ଦେବା ସମୟରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଛାତ୍ରମାନେ ସେଠାକୁ ଆସି ସେମିନାର ବନ୍ଦ କରିବାକୁ କହିବା ସହ ଯୁକ୍ତିତର୍କ କରିବାରୁ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା। ତେବେ କିଛି ଛାତ୍ର ଅତିଥିଙ୍କୁ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏନେଇ ସହିଦନଗର ପୁଲିସ ଥାନାରେ ୨ଟି ଭିନ୍ନ ଭିନ୍ନ ଏତଲା ଦିଆଯାଇଛି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ବାଣୀବିହାର ପରିସରରେ ଛାତ୍ର ଅସନ୍ତୋଷ ପରିସ୍ଥିତି ଦେଖିବାକୁ ମିଳିଛି।
BREAKING NEWS
- Shukra Nakshatra Gochar:ଶୁକ୍ର କରିବେ ନକ୍ଷତ୍ର ପରିବର୍ତ୍ତନ;ମକର ସମେତ ଏହି ରାଶିମାନଙ୍କର ଫିଟିବ ଭାଗ୍ୟ
- ଦୁରନ୍ତୋ ଏକ୍ସପ୍ରେସର ଶୌଚାଳୟରେ କର୍ମଚାରୀ ବାସନ ଧୋଇବାର ଭିଡିଓ ସାମ୍ନାକୁ ଆସିବା ପରେ ରେଳବାଇକୁ ନୋଟିସ ଜାରି କଲା FSSAI
- ଆରମ୍ଭ ହେଲା SIR; ପ୍ରଥମ ଦିନରେ ୨ଲକ୍ଷ ୫୯ହଜାରରୁ ଅଧିକ ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ
- Odisha Vigilance: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ବନ୍ଧାହେଲେ ସମବାୟ ଅଧିକାରୀ
- ବାଲିଅନ୍ତା ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ହତ୍ୟା ଘଟଣାର ତଦନ୍ତ କରିବ ଏନଏଚଆରସି ଟିମ୍
- ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖସିଲା ଛାତର ସିଲିଂ;ଅଳ୍ପକେ ବର୍ତ୍ତିଲେ ରୋଗୀ
- ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଝଟକା, ଚାର୍ଜ ଫ୍ରେମ କରିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ
- ଇକୋଲାଇମ୍+: ଶିଳ୍ପ ଆବର୍ଜନା ପାଲଟିଲା ସମାଧାନ, ଓଡ଼ିଶାର ଅମ୍ଳୀୟ ମାଟିରେ ହେବ ୧୦-୧୫% ଡିଏପି ସଞ୍ଚୟ
- Cotton Import Custom Duty:ବୟନ ଶିଳ୍ପକୁ ସରକାରଙ୍କ ବଡ଼ ଉପହାର;କପା ଆମଦାନୀ ଉପରେ ସୀମା ଶୁଳ୍କ ଛାଡ଼
- ଗୋଟିଏରୁ ଅଧିକ ପାନ କାର୍ଡ ରଖିବା ପଡିପାରେ ମହଙ୍ଗା, ଗଣିବାକୁ ପଡିବ ମୋଟା ଅଙ୍କର ଜରିମାନା
Comments are closed.